ETV Bharat / state

ହାତୀ ଆକ୍ରମଣରେ ବନବିଭାଗର ନର୍ସରୀରେ କାର୍ଯ୍ୟରତ ଜଗୁଆଳି ଗୁରୁତର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ମହାବୀର ରୋଡ଼ ରେଞ୍ଜ ଜାଙ୍ଗୁ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି । ଗୁରୁତର ପଟ୍ଟାୟତ ଗଡନାୟକ ବନବିଭାଗର ନର୍ସରୀରେ ଜଗୁଆଳି ଭାବେ କାର୍ଯ୍ୟ କରୁଥିଲେ । ଅଧିକ ପଢନ୍ତୁ...

An oldman seriously injured in an elephant attack
ହାତୀ ଆକ୍ରମଣରେ ବନବିଭାଗର ନର୍ସରୀରେ କାର୍ଯ୍ୟରତ ଜଗୁଆଳି ଗୁରୁତର
author img

By

Published : Jul 17, 2020, 4:54 PM IST

ଢେଙ୍କାନାଳ: ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର । ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ମହାବୀର ରୋଡ଼ ରେଞ୍ଜ ଜାଙ୍ଗୁ ଗ୍ରାମରେ । ଗୁରୁତର ହେଲେ ସେହି ଗ୍ରାମର ପଟ୍ଟାୟତ ଗଡନାୟକ ।

ହାତୀ ଆକ୍ରମଣରେ ବନବିଭାଗର ନର୍ସରୀରେ କାର୍ଯ୍ୟରତ ଜଗୁଆଳି ଗୁରୁତର

ସୂଚନାନୁସାରେ, ପଟ୍ଟାୟତ ବନବିଭାଗର ନର୍ସରୀରେ ଜଗୁଆଳି ଭାବେ କାର୍ଯ୍ୟ କରୁଥିଲେ । ସେ ସବୁଦିନ ଭଳି ଶୁକ୍ରବାର ସକାଳୁ ମଧ୍ୟ ନର୍ସରୀକୁ ଯାଉଥିଲେ । ଏହି ସମୟରେ ସେ ବାଟରେ ହାତୀ ସହ ମୁହାଁମୁହିଁ ହୋଇଥିଲେ । ହାତୀଟି ତାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା । ଫଳରେ ସେ ଗୁରୁତର ଅବସ୍ଥାରେ ପଡିରହିଥିଲେ । ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ତାଳଚେର ମଣ୍ଡାପାଳ ସ୍ଥିତ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.