ETV Bharat / state

ଭାରସାମ୍ୟ ହରାଇ ଓଲଟିଲା କାର; ଜଣେ ମୃତ, 2 ଗୁରୁତର - two injured

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜଡ଼ାପାଳ ଛକ ନିକଟରେ ଭାରସାମ୍ୟ ହରାଇ ଓଲଟିଲା କାର । ଜଣେ ମୃତ ଓ 2 ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Jul 8, 2019, 9:44 PM IST

ଢେଙ୍କାନାଳ: ଜିଲ୍ଲାର କାମାକ୍ଷାନଗର ଥାନା ଜଡ଼ାପାଳ ଛକ ନିକଟରେ ଦୁର୍ଘଟଣା । ଏକ କାର ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ପୁରୀର ସ୍ବୟଂସିଦ୍ଧ ମହାପାତ୍ର । ଗୁରୁତର ହେଲେ ଭଦ୍ରକର ନିରାକାର ପ୍ରଧାନ ଏବଂ ପୁରୀର ଚିତ୍ତରଞ୍ଜନ ସାମନ୍ତରାୟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୂଚନାମୁତାବକ, ସମସ୍ତେ ଏକ କାର ଯୋଗେ ପୁରୀରୁ ଅନୁଗୋଳକୁ ବିବାହ କାର୍ଯ୍ୟରେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଘଟଣା ସ୍ଥଳରେ ୧୦୮ ଆମ୍ବୁଲାନ୍ସ ଓ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଁଛି ମୃତକ ଓ ଗୁରୁତର ମାନଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ସଡକ ଦୁର୍ଘଟଣା । ଭାରସମ୍ୟ ହରାଇ ଓଲଟିଲା କାର ଜଣେ ମୃତ 2 ଗୁରୁତର । Body:ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜଡ଼ାପାଳ ଛକ ନିକଟରେ ଏକ କାର ଭାରସାମ୍ୟ ହରାଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ପୁରୀର ସ୍ୱୟଂସିଦ୍ଧ ମହାପାତ୍ର ।ଏବଂ ଗୁରୁତର ମାନେ ହେଲେ ଭଦ୍ରକର ନିରାକାର ପ୍ରଧାନ ଏବଂ ପୁରୀର ଚିତ୍ତରଞ୍ଜନ ସାମନ୍ତରାୟ । ସମସ୍ତେ ଏକ କାର ଯୋଗେ ପୁରୀରୁ ଅନୁଗୋଳକୁ ବିବାହ କାର୍ଯ୍ୟରେ ଯାଉଥିଲେ । ଘଟଣା ସ୍ଥଳରେ ୧୦୮ ଆମ୍ବୁଲାନ୍ସ ଓ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଁଛି ମୃତକ ଓ ଗୁରୁତର ମାନଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.