ETV Bharat / state

ପୁ୍ଣି ଢେଙ୍କାନାଳରେ ୬୮ କୋରୋନା ଆକ୍ରାନ୍ତ ଚିହ୍ନଟ - ଢେଙ୍କାନାଳ

ଦିନକୁ ଦିନ ଢେଙ୍କାନାଳ ଜିଲ୍ଲାରେ କୋରୋନା ମାମଲା ବଢି ବଢି ଚାଲିଛି । ଏହି କ୍ରମରେ ଜିଲ୍ଲାରେ ଶୁକ୍ରବାର ୬୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୩୬୯ ରେ ପହଞ୍ଚିଛି ।

ପୁ୍ଣି  ଢେଙ୍କାନାଳରେ ୬୮ କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Sep 25, 2020, 1:51 PM IST

ଢେଙ୍କାନାଳ: ଦିନକୁ ଦିନ ଢେଙ୍କାନାଳ ଜିଲ୍ଲାରେ କୋରୋନା ମାମଲା ବଢି ବଢି ଚାଲିଛି । ଏହି କ୍ରମରେ ଜିଲ୍ଲାରେ ଶୁକ୍ରବାର ୬୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୩୬୯ରେ ପହଞ୍ଚିଛି ।

ଶୁକ୍ରବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଢେଙ୍କାନାଳ ମ୍ୟୁନିସପାଲଟିରୁ ୯, ସଦର ଓ ଭୁବନ ଏନଏସିରୁ ୭ ଜଣ ଲେଖାଏଁ ,କାମାକ୍ଷାନଗର ଏନଏସି ଓ ଭୁବନରୁ ୪ଜଣ ଲେଖାଏଁ , ଓଡାପଡା ୧୫, ହିନ୍ଦୋଳ ଓ ହିନ୍ଦୋଳ, ଗଦିଁଆ ଓ ପରଜଙ୍ଗରୁ ୨ ଜଣ ଲେଖାଏ ଚିହ୍ନଟ କରାଯାଇଛି।

ସମସ୍ତ ଆକ୍ରାନ୍ତଙ୍କୁ ଢେଙ୍କାନାଳର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେପଟେ ଜିଲ୍ଲାରେ ଆଜି ଆକ୍ରାନ୍ତଙ୍କ ଅପେକ୍ଷା ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି। ଚିକିତ୍ସା ପରେ ଆଜି ୭୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏପର୍ଯ୍ୟନ୍ତ ଜିଲ୍ଲାରେ ୩୩୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୭୬୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 598 ଜଣ ଆକ୍ରାନ୍ତ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.