ETV Bharat / state

ବିଷାକ୍ତ ଫଳ ଖାଇ 3 ଛାତ୍ରଛାତ୍ରୀ ଅସୁସ୍ଥ - କାମାକ୍ଷାନଗର ଆଳୁତୁମା

ବିଷାକ୍ତ ଫଳ ଖାଇ କାମାକ୍ଷାନଗର ଆଳୁତୁମାରେ 3 ଛାତ୍ରଛାତ୍ରୀ ଅସୁସ୍ଥ । କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି । ଅଧିକ ପଢ଼ନ୍ତୁ...

3 student got ill, student fall sick, consuming poisonous fruit, dhenkanal kamakhya nagar, ବିଷ ଫଳ ଖାଇ 3 ଛାତ୍ରଛାତ୍ରୀ ଅସୁସ୍ଥ, କାମାକ୍ଷାନଗର ଆଳୁତୁମା, ଢେଙ୍କାନାଳ ଖବର
ବିଷ ଫଳ ଖାଇ 3 ଛାତ୍ରଛାତ୍ରୀ ଅସୁସ୍ଥ
author img

By

Published : Dec 13, 2019, 10:07 PM IST

ଢେଙ୍କାନାଳ: ଜିଲ୍ଲାର କାମାକ୍ଷାନଗର ଆଳୁତୁମାରେ ବିଷାକ୍ତ ଫଳ ଖାଇ 3 ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ପାଇଁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବିଷ ଫଳ ଖାଇ 3 ଛାତ୍ରଛାତ୍ରୀ ଅସୁସ୍ଥ

ସୂଚନା ଅନୁସାରେ ସ୍କୁଲ ଚାଲୁଥିବା ସମୟରେ ବିଦ୍ୟାଳୟ ନିକଟରେ ଥିବା ଏକ ଗଛର ବିଷାକ୍ତ ଫଳ ଗୁଡିକୁ କୋଳି ଭାବି ତୃତୀୟ ଶ୍ରେଣୀର ୩ଜଣ ଛାତ୍ରଛାତ୍ରୀ ଖାଇ ଦେଇଥିଲେ । କିଛି ସମୟ ପରେ ବିଦ୍ୟାଳୟରେ ସେମାନେ ଅସୁସ୍ଥ ଅନୁଭବ କରିବା ସହ ବାନ୍ତି କରିଥିଲେ। ଫଳରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ଛାତ୍ରଛାତ୍ରୀମାନଙ୍କୁ କାମାକ୍ଷାନଗର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।

ତେବେ ତୁରନ୍ତ ସେମାନଙ୍କୁ ଚିକିତ୍ସା କରାଯିବା ସହ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ଅସୁସ୍ଥ ଛାତ୍ରଛାତ୍ରୀ ହେଲେ ବିଦ୍ୟାଳୟର ତୃତୀୟ ଶ୍ରେଣୀର ଅଂଶୁମାନ ପ୍ରଧାନ, ଲିକୁନ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ସାହୁ। ବର୍ତ୍ତମାନ ସମସ୍ତ ଛାତ୍ର ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଆଳୁତୁମାରେ ଲଙ୍କଜଡା ଫଳ ଖାଇ ୩ ଛାତ୍ରଛାତ୍ରୀ ଅସୁସ୍ଥ/ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ପାଇଁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି
ଆଙ୍କର- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଆଳତୁମା ଗ୍ରାମ ସ୍ଥିତ ଦଧିବାମନ ଜିଉ ପ୍ରାଥମିକ ବିଦ୍ୟାଳୟରେ ଲଙ୍କଜଡା ଫଳ ଖାଇ ୩ ଛାତ୍ର ଛାତ୍ରୀ ଅସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଅଛି ।Body:ସ୍କୁଲ ଚାଲୁଥିବା ସମୟରେ ବିଦ୍ୟାଳୟ ନିକଟରେ ଥିବା ଲଙ୍କଜଡା ଗଛର ଫଳ ଗୁଡିକୁ କୋଳି ଭାବି ତୃତୀୟ ଶ୍ରେଣୀର ୩ଜଣ ଛାତ୍ରଛାତ୍ରୀ ଖାଇ ଦେଇଥିଲେ ।କିଛି ସମୟ ପରେ ବିଦ୍ୟାଳୟରେ ସେମାନେ ଅସୁସ୍ଥ ଅନୁଭବ କରିବା ସହ ବାନ୍ତି କରିଥିଲେ। ଫଳରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ଛାତ୍ରଛାତ୍ରୀମାନଙ୍କୁ କାମାକ୍ଷାନଗର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ତେବେ ତୁରନ୍ତ ସେମାନଙ୍କୁ ଚିକିତ୍ସା କରାଯିବା ସହ ପରିବାର ଲୋକଙ୍କୁ ଖବର ଦିଆ ଯାଇଥିଲା । ୩ ଅସୁସ୍ଥ ଛାତ୍ରଛାତ୍ରୀ ହେଲେ ବିଦ୍ୟାଳୟର ତୃତୀୟ ଶ୍ରେଣୀର ଅଂଶୁମାନ ପ୍ରଧାନ ,ଲିକୁନ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ସାହୁ। Conclusion:ଏବେ ସମସ୍ତ ୩ ଜଣ ଛାତ୍ର ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି।
ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ। ଇଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.