ETV Bharat / state

ନିଟ ପରୀକ୍ଷା ପାଇଁ ଢେଙ୍କାନାଳରୁ ଗଲେ ୨୯ ଜଣ ପରୀକ୍ଷାର୍ଥୀ

author img

By

Published : Sep 13, 2020, 3:37 PM IST

ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗରେ ନିଟ ପରୀକ୍ଷା ପାଇଁ ରବିବାର ୨୯ ଜଣ ଛାତ୍ରଛାତ୍ରୀ ଯାଇଛନ୍ତି । ପରୀକ୍ଷା ପୂର୍ବରୁ କିପରି ସୁରୁଖୁରୁରେ ପହଞ୍ଚିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଥିଲା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ନିଟ ପରୀକ୍ଷା ପାଇଁ ଢେଙ୍କାନାଳରୁ ଗଲେ ୨୯ ଜଣ ପରୀକ୍ଷାର୍ଥୀ
ନିଟ ପରୀକ୍ଷା ପାଇଁ ଢେଙ୍କାନାଳରୁ ଗଲେ ୨୯ ଜଣ ପରୀକ୍ଷାର୍ଥୀ

ଢେଙ୍କାନାଳ: ଜିଲ୍ଲା ପ୍ରଶାସନ ସହଯୋଗରେ ନିଟ ପରୀକ୍ଷା ପାଇଁ ରବିବାର ଢେଙ୍କାନାଳରୁ ୨୯ ଜଣ ଛାତ୍ରଛାତ୍ରୀ ଯାଇଛନ୍ତି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଆୟୋଜିତ ସ୍ୱତନ୍ତ୍ର ପ୍ରସ୍ତୁତି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଜିଲ୍ଲାରୁ ୨୯ ଜଣ ପରୀକ୍ଷାର୍ଥୀଙ୍କୁ ବିଭିନ୍ନ ଗାଡ଼ି ଯୋଗେ କଟକ, ଭୁବନେଶ୍ୱର ଓ ଅନୁଗୋଳକୁ ପରୀକ୍ଷା ପାଇଁ ପଠାଯାଇଛି । ପରୀକ୍ଷା ପୂର୍ବରୁ କିପରି ସୁରୁଖୁରୁରେ ପହଞ୍ଚିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଥିଲା । ପ୍ରଶାସନ ତରଫରୁ ଖାଦ୍ୟ, ପାନୀୟ ଓ ଗମନାଗମନର ମଧ୍ୟ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.