ETV Bharat / state

ନେତାଜୀ କ୍ଲବ ଆନୁକୂଲ୍ୟରେ ମେଗା ରକ୍ତଦାନ ଶିବିର

author img

By

Published : Nov 25, 2019, 12:34 AM IST

'ରକ୍ତଦାନ ମହତ ଦାନ ' ସଂକଳ୍ପ ନେଇ ଦେବଗଡ଼ ଜିଲ୍ଲା ସୁଗୁଡା ପଞ୍ଚାୟତର ନେତାଜୀ କ୍ଲବ ଆନୁକୂଲ୍ୟର ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଫଟୋ ସୌଜନ୍ୟ : ପ୍ରତିନିଧି, ଦେବଗଡ

ଦେବଗଡ : ' ରକ୍ତଦାନ ମହତ ଦାନ ' ସଂକଳ୍ପ ନେଇ ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ସୁଗୁଡା ପଞ୍ଚାୟତର ନେତାଜୀ କ୍ଲବ ଆନୁକୂଲ୍ୟରେ ସୁଗୁଡା ଅପୂର୍ବ ଉଚ୍ଚ ବିଦ୍ୟାଳୟଠାରେ ମେଗା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ବମଣ୍ଡା ରାଣୀ ତଥା ବିଶିଷ୍ଟ ସମାଜସେବୀ ଅରୁନ୍ଧତୀ ଦେବୀ ଯୋଗ ଦେଇ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ନେହେରୁ ଯୁବକେନ୍ଦ୍ର ସଂଯୋଜକ ପ୍ରଦୀପ ବିଶ୍ବାଳ ଜିଲ୍ଲା ପରିଷଦ ସଦସ୍ୟ ବୃନ୍ଦାବତୀ ଭୋଇ , ଅପୂର୍ବ ହାଇସ୍କୁଲ ସୁଗୁଡା ପ୍ରଧାନ ଶିକ୍ଷକ ଦେବନନ୍ଦ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।

ନେତାଜୀ କ୍ଲବ ଆନୁକୂଲ୍ୟରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

ଏହି ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ମୁଖ୍ୟ ଅତିଥି ଅରୁନ୍ଧତୀ ଦେବୀ ରକ୍ତଦାନର ଉପକାରିତ ସମ୍ପର୍କରେ ଆଲୋକପାତ କରିଥଲେ । ଏହି ରକ୍ତଦାନ ଶିବିରରେ ଆଖପାଖ ଅଞ୍ଚଳର ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।

ଏହି ରକ୍ତଦାନ ଶିବିରରେ ମୋଟ ୧୫୦ ୟୁନିଟ ରକ୍ତ ସଂଗ୍ରହ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ , ସ୍ବେଚ୍ଛାକୃତ ରକ୍ତଦାନ କରିବାକୁ ଆଗେଇ ଆସିଥିବା ଜନସାଧାରଣଙ୍କୁ କ୍ଲବ ସଭାପତି ସୋନୁ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ ।

ଦେବଗଡରୁ ସରୋଜ କୁମାର ଶତପଥୀ, ଇଟିଭି ଭାରତ

Intro:' ରକ୍ତଦାନ ମହତ ଦାନ ' ଏହି ସଂକଳ୍ପ ନେଇ ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ସୁଗୁଡା ପଂଚୟତ ର ନେତାଜୀ କ୍ଲବ ଆନୁକୂଲ୍ୟରେ ସୁଗୁଡା ଅପୂର୍ବ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ମେଗା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

Body:ଏହି ରକ୍ତଦାନ ଶିବିର ରେ ମୁଖ୍ୟଅତିଥି ଭାବେ ବମଣ୍ଡା ରାଣୀ ତଥା ବିଶିଷ୍ଟ ସମାଜସେବୀ ଅରୁନ୍ଧତୀ ଦେବୀ ଯୋଗ ଦେଇ ଏହି ଶିବିର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ନେହେରୁ ଯୁବକେନ୍ଦ୍ର ସଂଯୋଜକ ପ୍ରଦୀପ ବିଶ୍ୱାଳ ଜିଲ୍ଲା ପରିଷଦ ସଦଶ୍ୟ ବୃନ୍ଦାବତୀ ଭୋଇ , ଅପୂର୍ବ ହାଇସ୍କୁଲ ସୁଗୁଡା ପ୍ରଧାନ ଶିକ୍ଷକ ଦେବନନ୍ଦ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଆୟୋଜିତ ଏକ ସାଧାରଣ ସଭା ରେ ଉଦବୋଧନ ଦେଉ ମୁଖ୍ୟ ଅତିଥି ଅରୁନ୍ଧତୀ ଦେବୀ ରକ୍ତଦାନ ର ଉପକାରିତ ସମ୍ପର୍କରେ ଆଲୋକପାତ କରିଥଲେ । ଏହି ରକ୍ତଦାନ ଶିବିର ରେ ଆଖପାଖ ଅଞ୍ଚଳର ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।

Conclusion:ଏହି ରକ୍ତଦାନ ଶିବିର ରେ ମୋଟ ୧୫୦ ୟୁନିଟ ରକ୍ତ ସଂଗ୍ରହ କରାଯିବାର ଲକ୍ଷଧାଯ୍ୟ କରାଯାଇଥିବା ବେଳେ , ସ୍ବେଚ୍ଛାକୃତ ରକ୍ତଦାନ କରିବାକୁ ଆଗେଇ ଆସିଥିବା ଜନସାଧାରଣ ଙ୍କୁ କ୍ଲବ ସଭାପତି ସୋନୁ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.