ETV Bharat / state

ଲକଡାଉନ ନିୟମ ଉଲଙ୍ଘନ: ଏବେ ସୁଦ୍ଧା ୫୩୭୭ ମାମଲା ରୁଜୁ - ଲକଡାଉନ ନିୟମ ଉଲଙ୍ଘନ ଅଭିଯୋଗ

ଲକଡାଉନ ନିୟମ ଉଲଙ୍ଘନ ମାମଲା । ଏପ୍ରିଲ 19 ସକାଳ ଠାରୁ ଏପ୍ରିଲ 20 ସକାଳ ଅର୍ଥାତ 24 ଘଣ୍ଟାରେ ୫୪ ଟି ମାମଲା ରୁଜୁ କରାଯାଇଛି । ଅଧିକ ପଢ଼ନ୍ତୁ...

Violation of lockdown rules: ୫୪  cases registered in last 24 hrs
ଲକଡାଉନ ନିୟମ ଉଲଙ୍ଘନ: ଏବେ ସୁଦ୍ଧା ୫୩୭୭ ମାମଲା ରୁଜୁ
author img

By

Published : Apr 20, 2020, 11:06 PM IST

କଟକ: ଲକଡାଉନ ନିୟମ ଉଲଙ୍ଘନ ଅଭିଯୋଗରେ ରାଜ୍ୟର ବିଭିନ୍ନ ଥାନାରେ ଏବେ ସୁଦ୍ଧା ମୋଟ ୫୩୭୭ ଟି ମାମଲା ରୁଜୁ ହୋଇଛି। ଏପ୍ରିଲ 19 ସକାଳ ଠାରୁ ଏପ୍ରିଲ 20 ସକାଳ ଅର୍ଥାତ 24 ଘଣ୍ଟାରେ କେବଳ ୫୪ ଟି ମାମଲା ରୁଜୁ କରାଯାଇଛି ।

24 ଘଣ୍ଟାରେ ରୁଜୁ ୫୪ଟି ମାମଲା ମଧ୍ୟରୁ ୫୦ଟି ମାମଲା ଲକଡାଉନ ନିୟମ ଉଲଙ୍ଘନ ଅଭିଯୋଗରେ ଓ 3 ଟି ମାମଲା ଗୁଜବ ସୃଷ୍ଟି ଅଭିଯୋଗରେ ଓ ଗୋଟିଏ ମାମଲା ଅନ୍ୟାନ୍ୟ କାରଣ ପାଇଁ ରୁଜୁ ହୋଇଛି । ତେବେ ହୋମକ୍ବାରେଣ୍ଟାଇନ ଉଲଙ୍ଘନ ନେଇ କୌଣସି ମାମଲା ରୁଜୁ ହୋଇନାହିଁ ।

ଗତ ୨୪ ତାରିଖ ଠାରୁ ସୋମବାର ପର୍ଯ୍ୟନ୍ତ ଏତେ ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.