ETV Bharat / state

ନବବଧୂ ହତ୍ୟାର ନ୍ୟାୟ ଦାବିରେ ରାସ୍ତାରୋକ - ନବବଧୁ

ନବବଧୂ  ଲକ୍ଷ୍ମୀପ୍ରିୟା ମୃତ୍ୟୁ ଘଟଣାରେ ଶୀଘ୍ର ନ୍ୟାୟ ଦାବିରେ ପରିବାର ଲୋକେ ମର ଶରୀରକୁ ସାଥିରେ ଧରି ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ପୋଲିସ ଘଟଣା ସ୍ଥଳରେ ଉତ୍ତ୍ୟକ ଜନତାଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଆୟତ୍ତାଧିନ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବଦଦାତା କଟକ
author img

By

Published : Jun 9, 2019, 12:11 PM IST

କଟକ: ନବବଧୂ ଲକ୍ଷ୍ମୀପ୍ରିୟା ମୃତ୍ୟୁ ଘଟଣାର ନ୍ୟାୟ ଦାବିରେ ପରିବାର ଲୋକେ ଉତ୍ୟକ୍ତ ହେବା ସହ ରାସ୍ତାରୋକ କରିଛନ୍ତି । ଲକ୍ଷ୍ମୀର ଏପରି ଅବସ୍ଥା ପାଇଁ ଶୀଘ୍ର ନ୍ୟାୟ ଦାବିରେ ପରିବାର ଲୋକେ ମରଶରୀରକୁ ସାଥିରେ ଧରି ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବଦଦାତା କଟକ

କଟକ ସହରର ଶିଖରପୁର ଅଞ୍ଚଳରେ ବିବାହର କିଛି ଦିନ ପରେ ଆତ୍ମହତ୍ୟା ବାଟ ବାଛିଥିଲା ୨୮ ଦିନର ନବ ବିବାହିତା ବଧୂ ଲଷ୍ମୀପ୍ରିୟା ସ୍ବାଇଁ । ପରିବାର ଲୋକେ ଯୌତୁକ ଜନିତ ହତ୍ୟା ଅଭିଯୋଗ ଆଣିବା ପରେ ପୋଲିସ ଶାଶୁ, ଶ୍ବଶୁର ଓ ସ୍ୱାମୀଙ୍କୁ ଚାଉଳିଆଗଞ୍ଜ ଥାନାରେ ଅଟକ ରଖିଥିଲା।

ଝିଅର ମୃତ ଶରୀର ବ୍ୟବଚ୍ଛେଦ ହୋଇ ପ୍ରଥମେ ବାପ ଘର ଗାନ୍ଧିପଲ୍ଲୀକୁ ନିଆ ଯାଇଥିବା ବେଳେ ସେଠାରେ ଝିଅକୁ ସମ୍ପୂର୍ଣ୍ଣ ନ୍ୟାୟ ଦାବିରେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକେ ମୃତ ଦେହକୁ ଧରି ରାସ୍ତାରୋକ କରିବାକୁ ଚେଷ୍ଟା କେଇଥିଲେ । ପୋଲିସ ଘଟଣା ସ୍ଥଳରେ ଉତ୍ୟକ୍ତ ଜନତାଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଆୟତ୍ତଧୀନ ହୋଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:Body:

dfs

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.