ETV Bharat / state

ବିଜୟ ମର୍ଚାଣ୍ଟ ଟ୍ରଫି: ଓଡିଶା-16ର ଦ୍ୱିତୀୟ ବିଜୟ - ବିଜୟ ମର୍ଚ୍ୟାଣ୍ଟ ଟ୍ରଫି

16 ବର୍ଷରୁ କମ ପୁରୁଷ ଦଳ ବିଜୟ ମର୍ଚାଣ୍ଟ ଟ୍ରଫରେ 2ୟ ବିଜୟ ହାସଲ କରିଛନ୍ତି । ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ତ୍ରିପୁରାକୁ 79 ରନରେ ମାତ ଦେଇଛି ଓଡିଶା ।

ଓଡିଶା
author img

By

Published : Oct 20, 2019, 6:21 AM IST

କଟକ: ବିଡାନସୀ ଗ୍ରାଉଣ୍ଡରେ ଖେଳା ଯାଇଥିବା ବିଜୟ ମର୍ଚାଣ୍ଟ ଟ୍ରଫିର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ତ୍ରିପୁରାକୁ 79 ରନରେ ମାତ ଦେଇଛି ଓଡିଶା । ଏହି ବିଜୟ ପରେ ଏହି ଶୃଙ୍ଖଳାରେ 2ୟ ବିଜୟ ହାସଲ କରିଛି ଓଡିଶା ।

ଆଶୀର୍ବାଦ ସ୍ବାଇଁଙ୍କ 83 ରନ ବଳରେ ଓଡିଶା ପ୍ରଥମ ପାଳିରେ 219 ରନ ସଂଗ୍ରହ କରିଥିଲା । ଏହାର ଜବାବରେ ବିଜୟଲକ୍ଷ୍ୟର ପିଛା କରି ତ୍ରିପୁରା ମାତ୍ର 112 ରନରେ ଅଲଆଉଟ ହୋଇଯାଇଥିଲା । ତେବେ ଏହି ପାଳିରେ ଓଡିଶା ପକ୍ଷରୁ ଅଧିନାୟକ ଶ୍ରେଷ୍ଠ ସିଂ ସର୍ବାଧିକ 4ଟି ଓ୍ବିକେଟ ଅକ୍ତିଆର କରିଛନ୍ତି ।

ଦ୍ବିତୀୟ ପାଳିରେ ଓଡିଶା ମାତ୍ର 85 ରନ କରି ପାଳି ଘୋଷଣା କରିଥିଲା । ଦଳ ପକ୍ଷରୁ ଆଶ୍ରୀବାଦ 37 ରନ କରିଥିଲେ । ତେବେ 193 ରନର ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ପିଛା କରି 113 ରନରେ ଅଲଆଉଟ ହୋଇଥିଲା ତ୍ରିପୁରା । 2ୟ ପାଳିରେ ମଧ୍ୟ ଅଧିନାୟକ ଶ୍ରେଷ୍ଠ 3ଟି ୱିକେଟ ହାସଲ କରିଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ୍‌, ଇଟିଭି ଭାରତ

Intro:କଟକ: ବିଡାନସୀ ଗ୍ରାଉଣ୍ଡ ରେ ଖେଳାଯାଇଥିବା ବିଜୟ ମର୍ଚ୍ୟାଣ୍ଟ ଟ୍ରଫି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ରେ ତ୍ରିପୁରା କୁ 79 ରନ ରେ ମାତ ଦେଇଛି ଓଡିଶା । ଏହାସହିତ ଶୃଂଖଳା ରେ ଦ୍ୱିତୀୟ ବିଜୟ ହାସଲ କରିଛି ଓଡିଶା ।

ଆଶ୍ରିବାଦ ସ୍ୱାଇଁ ଙ୍କ 83 ରନ ବଳରେ ଓଡିଶା ପ୍ରଥମ ପାଳି ରେ 219 ରନ ସଂଗ୍ରହ କରିଥିଲା । ଜବାବ ରେ ତ୍ରିପୁରା ଏହି ସ୍କୋର କୁ ଡେଇଁ ପାରି ନଥିଲା । ମାତ୍ର 112 ରନ ରେ ହିଁ ସମସ୍ତ ୱେକେଟ ହରାଇ ଅଲ ଆଉଟ ହୋଇଥିଲା ତ୍ରିପୁରା । ଓଡିଶା ପକ୍ଷରୁ ଅଧିନାୟକ ଶ୍ରେଷ୍ଟ ସିଂ ସର୍ବାଧିକ 4 ଟି ୱେକେଟ ନେଇ ତ୍ରିପୁରା କୁ ସଙ୍କଟ ରେ ପକାଇଥିଲେ ।

ଦ୍ୱିତୀୟ ପାଳି ରେ ଓଡିଶା ମାତ୍ର 85 ରନ କରି ପାଳି ଘୋଷଣା କରିଥିଲା । ଦଳ ପକ୍ଷରୁ ଆଶ୍ରିବାଦ 37 ରନ କରିଥିଲେ । ତେବେ 193 ରନ ର ଧାର୍ଯ୍ୟ ବିଜୟ ଲକ୍ଷ୍ୟ କୁ ପିଛା କରି 113 ରନ ରେ ଅଲଆଉଟ ହୋଇଥିଲା ତ୍ରିପୁରା ।ଦ୍ୱିତୀୟ ପାଳି ରେ ମଧ୍ୟ ଅଧିନାୟକ ଶ୍ରେଷ୍ଟ 3 ଟି ୱେକେଟ ନେଇଥିଲେ ।Body:No needConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.