କଟକ: ଗ୍ୟାଙ୍ଗଷ୍ଟାର ହାଇଦରର ଏନକାଉଣ୍ଟରରେ ହୋଇଛି ମୃତ୍ୟୁ । ଯାହାକୁ ନେଇ ଜାରି ରହିଛି କଳ୍ପନାଜଳ୍ପନା । ତେବେ କେଉଁ କାରଣରୁ ହେଲା ଏନକାଉଣ୍ଟର ତାହାର ସ୍ପଷ୍ଟତା ସର୍ବସାଧାରଣ ସାମ୍ନାକୁ ଆସୁ ବୋଲି କହିଛନ୍ତି ହାଇକୋର୍ଟ ଆଇନଜୀବୀ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ