ETV Bharat / state

ଶ୍ରମ ଆଇନ ସଂଶୋଧନ ଆଇନକୁ ନେଇ ଗର୍ଜିଲା କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ମଞ୍ଚ - trade unoin protest for labour act ammendment

ଶ୍ରମ ଆଇନ ସଂଶୋଧନ ଓ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ବୁଧବାର ଦେଶବ୍ୟାପୀ ମୁଣ୍ଡ ଟେକିଛି ଆନ୍ଦୋଳନ । କେନ୍ଦ୍ରରେ ଥିବା ସରକାର ଶ୍ରମ ଆଇନକୁ ସଂଶୋଧନ କରି ଶ୍ରମିକମାନଙ୍କ ହକ ଓ ଦାବିକୁ ଛଡାଉଛନ୍ତି ସରକାର । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଶ୍ରମ ଆଇନ ସଂଶୋଧନ ଆଇନକୁ ନେଇ ଗର୍ଜିଲା
ଶ୍ରମ ଆଇନ ସଂଶୋଧନ ଆଇନକୁ ନେଇ ଗର୍ଜିଲା
author img

By

Published : Sep 23, 2020, 6:27 PM IST

କଟକ: ଶ୍ରମ ଆଇନ ସଂଶୋଧନ ଓ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ବୁଧବାର ଦେଶବ୍ୟାପୀ ମୁଣ୍ଡ ଟେକିଛି ଆନ୍ଦୋଳନ । କେନ୍ଦ୍ରରେ ଥିବା ସରକାର ଶ୍ରମ ଆଇନକୁ ସଂଶୋଧନ କରି ଶ୍ରମିକମାନଙ୍କ ହକ ଓ ଦାବିକୁ ଛଡାଉଛନ୍ତି ସରକାର । ତେବେ ଏହି ପ୍ରରିପ୍ରେକ୍ଷୀରେ କଟକ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ଆଗରେ ମଧ୍ୟ ଧାରଣା ଓ ନାରା ବାଜି କରିଛି ମଞ୍ଚ ।

ଶ୍ରମ ଆଇନ ସଂଶୋଧନ ଆଇନକୁ ନେଇ ଗର୍ଜିଲା

ଯେଉଁପରି ଭାବରେ ବର୍ତ୍ତମାନ କୋଭିଡର ସ୍ଥିତି ରହିଛି, ଏହି ସମୟରେ ଶ୍ରମ ଆଇନ ସଂଶୋଧନ କେତେ ଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛି ମଞ୍ଚ । ତେବେ ଏହାକୁ ଶୀଘ୍ର କେନ୍ଦ୍ର କର୍ଣ୍ଣପାତ ନକଲେ ଆଗକୁ ଆହୁରି ଜନ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଚେତାଵନୀ ଦେଇଛି ମଞ୍ଚ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.