ETV Bharat / state

ମକର ସଂକ୍ରାନ୍ତିରେ ଗୁଡି ଉଡେଇବା ପାଇଁ ପ୍ରସ୍ତୁତ କଟକବାସୀ

ଆଉ କେଇ ଘଣ୍ଟା ପରେ ପ୍ରବେଶ କରିବ ମକର ଦିନ ଅର୍ଥାତ ମକର ସଂକ୍ରାନ୍ତି । ଆକାଶରେ ଭରିଯିବ ରଙ୍ଗବେରଙ୍ଗର ଗୁଡ଼ି । ଯାହାକୁ ନେଇ ପ୍ରସ୍ତୁତ ହେଉଛନ୍ତି ରୌପ୍ୟନଗରୀ ବାସୀ ।

author img

By

Published : Jan 14, 2020, 6:53 PM IST

silver-city
silver-city

କଟକ: ରାତି ପାହିଲେ ମକର। ଏହି ଦିନ ଗୁଡିଉଡ଼ା ପରମ୍ପରା ବହୁ ପୁରୁଣା। କଟକ ଆକାଶରେ ଦେଖିବାକୁ ମିଳିବ ରଙ୍ଗବେରଙ୍ଗର ଗୁଡି। ମଝି ଆକାଶରେ କିଏ କାହାକୁ କିପରି ମାତ ଦେବେ ,ସେଥିପାଇଁ ପ୍ରସ୍ତୁତ ହେଲେଣି ଗୁଡିଉଡାଳି।

ମକର ସଂକ୍ରାନ୍ତିରେ ଗୁଡି ଉଡେଇବା ପାଇଁ ପ୍ରସ୍ତୁତ କଟକବାସୀ

ତେବେ ସହରରେ ଥିବା ଦୋକାନ ମାନଙ୍କରେ ଗୁଡି ବିକ୍ରି ମଧ୍ୟ ଜୋରଦାର ଚାଲିଛି। ଫିଲ୍ମଷ୍ଟାର ଠାରୁ ଆରମ୍ଭକରି କାର୍ଟୁନ, ରାଜନେତା ସହିତ ବିଭିନ୍ନ ଭେରାଇଟର ଗୁଡି ମଧ୍ୟ ଦୋକାନରେ ବିକ୍ରି ହେଉଛି।

କାଗଜ ଓ ପ୍ରିଣ୍ଟେଡ଼ ଗୁଡି ମୂଲ୍ୟ ୨ ଟଙ୍କାରୁ ୬୦ ଟଙ୍କା ରହିଥିଲାବେଳେ, କପଡାଗୁଡିର ମୂଲ୍ୟ ୧୫୦ ଟଙ୍କାରୁ ୪୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିପରି ଜିଲ୍ଲାରେ ମାଞ୍ଜା ସୂତା କଟକଣା ଯୋଗୁଁ କୌଣସି ଦୋକାନୀ ଗୁଡି ସୂତା ବିକ୍ରି କରୁନାହାଁନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ରାତି ପାହିଲେ ମକର।ଏହି ଦିନ ଗୁଡିଉଡା ପରମ୍ପରା ବହୁ ପୁରୁଣା।କଟକ ଆକାଶରେ ଦେଖିବାକୁ ମିଳିବ ରଙ୍ଗବେରଙ୍ଗର ଗୁଡି।ମଝି ଆକାଶରେ କିଏ କାହାକୁ କିପରି ମାତ ଦେବେ ,ସେଥିପାଇଁ ପ୍ରସ୍ତୁତ ହେଲେଣି ଗୁଡିଉଡାଳି ମାନେ।
ତେବେ ସହରରେ ଥିବା ଦୋକାନ ମାନଙ୍କରେ ଗୁଡି ବିକ୍ରି ମଧ୍ୟ ଜୋରଦାର ଚାଲିଛି।ଫିଲ୍ମଷ୍ଟାର ଠାରୁ ଆରମ୍ଭକରି କାର୍ଟୁନ,ରାଜନେତା,ଓ ବିଭିନ୍ନ ପ୍ରକାରର ଗୁଡି ମଧ୍ୟ ଦୋକାନରେ ବିକ୍ରି ହେଉଛି।କାଗଜ ଓ ପ୍ରିଣ୍ଟଡ଼ ଗୁଡି ମୂଲ୍ୟ ୨ ଟଙ୍କାରୁ ୬୦ ଟଙ୍କା ରହିଥିଲାବେଳେ ,କପଡାଗୁଡିର ମୂଲ୍ୟ ୧୫୦ ଟଙ୍କାରୁ ୪୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।
ସେହିପରି ମାଂଜା ସୂତା କଟକଣା ଯୋଗୁଁ କୌଣସି ଦୋକାନି ଗୁଡି ସୂତା ବିକ୍ରି କରୁନାହାଁନ୍ତି।

ବାଇଟ - ବ୍ୟବସାୟୀ।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.