ETV Bharat / state

‘ସାଇବର କ୍ରାଇମ ରୋକିବାକୁ ନୂଆ ଟ୍ରିକ ଆବଶ୍ୟକ’ - 62 ତମ ପୋଲିସ ଅଫିସର ସମ୍ମିଳନୀ

3ୟ ଦିନରେ ପହଁଚିଲା 62ତମ ପୋଲିସ ଅଫିସର ସମ୍ମିଳନୀ । ଆଜିର ଦିନରେ ଅନେକ ପୋଲିସ ଅଧିକାରୀଙ୍କ ସହ ହେଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ସାଇବର କ୍ରାଇମ ରୋକିବାକୁ ନୂଆ ଟ୍ରିକ ସମ୍ପର୍କରେ ହେଲା ଆଲୋଚନା । ଅଧିକ ପଢନ୍ତୁ...

ସାଇବର କ୍ରାଇମ ରୋକିବାକୁ ନୂଆ ଟ୍ରିକ
ସାଇବର କ୍ରାଇମ ରୋକିବାକୁ ନୂଆ ଟ୍ରିକ
author img

By

Published : Dec 29, 2020, 10:40 PM IST

କଟକ: 3ୟ ଦିନରେ ପହଁଚିଲା 62ତମ ପୋଲିସ ଅଫିସର ସମ୍ମିଳନୀ । ଆଜିର ଦିନରେ ଅନେକ ପୋଲିସ ଅଧିକାରୀଙ୍କ ସହ ହେଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ଆଲୋଚନା କଲେ ପୋଲିସ ଡିଜି ଅଭୟ । ବିଶେଷକରି ସାଇବର କ୍ରାଇମ ଉପରେ ହେଲା ଅଲୋଚନା ।

ସାଇବର କ୍ରାଇମ ରୋକିବାକୁ ନୂଆ ଟ୍ରିକ
ସାଇବର କ୍ରାଇମ ରୋକିବାକୁ ନୂଆ ଟ୍ରିକ
କିପରି ସାରା ରାଜ୍ୟ ଓ ଦେଶରେ ଏହି ଅପରାଧ ବଢୁଛି । ତାହାର କିପରି ମୂଳତ୍ପାଟନ ହେବ ସେ ଉପରେ ଫୋକସ ଦେବା ପାଇଁ ବକ୍ତବ୍ୟ ରଖିଥିଲେ କାର୍ଯ୍ୟକାରୀ ନିର୍ଦ୍ଦେଶକ ଇନଟରପୋଲ ଏମଏମ ଓବରଏ । ଶୁଣନ୍ତୁ କଣ କହୁଛନ୍ତି ଏମ ଏମ ଓବରଏ...
ସାଇବର କ୍ରାଇମ ରୋକିବାକୁ ନୂଆ ଟ୍ରିକ

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.