ETV Bharat / state

ଜୁଲାଇ 21ରୁ ଆରମ୍ଭ ସପ୍ଲିମେଣ୍ଟାରି ମୂଲ୍ଯାୟନ

ଚଳିତ ମାସ 21 ତାରିଖରୁ ଆରମ୍ଭ ହେବ ସପ୍ଲିମେଣ୍ଟାରି ଖାତା ଦେଖା । ରାଜ୍ଯର 12 ଟି କେନ୍ଦ୍ରରେ 3 ହଜାର 9 ଶହ ଶିକ୍ଷକ, ଶିକ୍ଷୟତ୍ରୀ କରିବେ ମୂଲ୍ଯାୟନ ।

author img

By

Published : Jul 17, 2019, 6:01 AM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

କଟକ: ଆସନ୍ତା ଜୁଲାଇ 21ରୁ ହେବ ସପ୍ଲିମେଟାରି ଖାତା ମୂଲ୍ଯାୟନ। ଓଡିଶା ମୁକ୍ତ ବିଦ୍ୟାଳୟର ସପ୍ଲିମେଣ୍ଟାରୀ ଖାତା ମଧ୍ୟ ଦେଖାଯିବ। ଏହି ପ୍ରକ୍ରିୟା ଜୁଲାଇ 21 ରୁ ଜୁଲାଇ 23 ତାରିଖ ପର୍ଯ୍ୟନ୍ତ ଜାରି ରହିବ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ମୂଲ୍ୟାୟନ ପ୍ରକ୍ରିୟାରେ ସାମିଲ ହେବେ ସମୁଦାୟ 3ହଜାର 9 ଶହ ଶିକ୍ଷକ ,ଶିକ୍ଷୟତ୍ରୀ । 12 ଟା ମୂଲ୍ୟାୟନ କେନ୍ଦ୍ରରେ ହେବ ଚାଲୁରହିବ ଏହି ପ୍ରକ୍ରିୟା । ସେଥି ମଧ୍ୟରୁ 8 ଟି କେନ୍ଦ୍ରରେ ଓଡିଶା ମୁକ୍ତ ବିଦ୍ୟାଳୟର ପରୀକ୍ଷା ଖାତାର ମଧ୍ୟ ମୂଲ୍ୟାୟନ କରାଯିବ।

ତେବେ ଜୁଲାଇ 20 ତାରିଖ ସକାଳ 10 ଟା ମଧ୍ୟରେ ଖାତାଦେଖା ପାଇଁ ନିୟୋଜିତ ହୋଇଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ନିଜ ନିଜ ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚିବା ପାଇଁ ବୋର୍ଡ଼ ପକ୍ଷରୁ ନିର୍ଦ୍ଧେଶ ଜାରି ହୋଇଛି । ସୂଚନା ମୂତାବକ ସାରା ରାଜ୍ୟର 122 ଟି କେନ୍ଦ୍ରରେ ପାଖା ପାଖି 27 ହଜାର 617 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଆସନ୍ତା ଜୁଲାଇ 21 ରୁ ହେବ ସପ୍ଲିମେଟାରି ଖାତା ଦେଖା।ଓଡିଶା ମୁକ୍ତ ବିଦ୍ୟାଳୟର ସପ୍ଲିମେନ୍ଟାରୀ ଖାତାର ମଧ୍ୟ ମୂଲ୍ୟାୟନ କରାଯିବ।ଏହି ପ୍ରକ୍ରିୟା ଜୁଲାଇ 21 ରୁ ଜୁଲାଇ 23 ତାରିଖ ପର୍ଯ୍ୟନ୍ତ ଜାରୀ ରହିବ।ଏହି ମୂଲ୍ୟାୟନ ପ୍ରକ୍ରିୟାରେ 3ହଜାର 9 ଶହ ଶିକ୍ଷକ ଓ ଶିକ୍ଷୟତ୍ରୀ ସାମିଲ ହେବେ।12 ଟା ମୂଲ୍ୟାୟନ କେନ୍ଦ୍ରରେ ହେବ ମୂଲ୍ୟାୟନ ପ୍ରକ୍ରିୟା।ସେଥି ମଧ୍ୟରୁ 8 ଟି କେନ୍ଦ୍ରରେ ଓଡିଶା ମୁକ୍ତ ବିଦ୍ୟାଳୟର ପରୀକ୍ଷା ଖାତାର ମଧ୍ୟ ମୂଲ୍ୟାୟନ କରାଯିବ।ତେବେ ଜୁଲାଇ 20 ତାରିଖ ସକାଳ 10 ଟା ମଧ୍ୟରେ ଖାତାଦେଖା ପାଈଁ ନିୟୋଜିତ ହୋଇଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ନିଜ ନିଜ ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚି ବାକୁ ବୋର୍ଡ଼ ପକ୍ଷରୁ ନିର୍ଦ୍ଧେଶ ଦିଆଯାଇଛି।ସୂଚନା ଯୋଗ୍ୟ ସାରା ରାଜ୍ୟର 122 ଟି କେନ୍ଦ୍ରରେ ପାଖା ପାଖି 27 ହଜାର 617 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.