ETV Bharat / state

‘ପ୍ରଥମେ ଥଇଥାନ, ପରେ ଉଚ୍ଛେଦ’ ନାରାରେ କମ୍ପିଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ - ମହାନଗର ନାଗରିକ ମଞ୍ଚ

କୌଣସି ସୂଚନା ନ ଦେଇ ନିର୍ମମ ଭାବେ ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରିବା ନିର୍ଦ୍ଦେଶକୁ ବିରୋଧ କରିଛି ଆବାହକ ମହାନଗର ନାଗରିକ ମଞ୍ଚ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Aug 2, 2019, 7:19 PM IST

Updated : Aug 2, 2019, 9:50 PM IST

କଟକ: କୌଣସି ସୂଚନା ନଦେଇ ଅସ୍ଥାୟୀ ବାସୀନ୍ଦାଙ୍କୁ ଜିଲ୍ଲାପାଳଙ୍କ ଉଚ୍ଛେଦ ନିର୍ଦ୍ଦେଶ । ଥଇଥାନ ନକରି ନିର୍ମମ ଭାବେ କଟକର ତଳିଆ ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଆହ୍ବାନ ଦେଇଛି ବସ୍ତିବାସିନ୍ଦା ମିଳିତ ମଞ୍ଚ। ଏହାକୁ ନେଇ ବସ୍ତୀବାସିନ୍ଦାଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନାଯୋଗ୍ୟ କଟକ କୃଷକ ବଜାର ବସ୍ତି , ତାଳଦଣ୍ଡା କେନାଲ ରୋଡ଼ ବସ୍ତିରେ ଦିର୍ଘଦିନ ଧରି ଅନେକ ଅସ୍ଥାୟୀ ବାସିନ୍ଦା ରହିଆସୁଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ପଟ୍ଟା କରିଥିବାବେଳେ କିଛି ସେଥିରୁ ବଞ୍ଚିତ ରହିଛନ୍ତି । ତେବେ ଜିଲ୍ଲାପାଳଙ୍କ ପକ୍ଷରୁ କୌଣସି ନୋଟିସ ନକରି ସିଧାସଳଖ ଉଚ୍ଛେଦ ନିର୍ଦ୍ଦେଶକୁ ବିରୋଧ କରିଛି ଆବାହକ ମହାନଗର ନାଗରିକ ମଞ୍ଚ ।

ଉଚ୍ଛେଦ କରାଯିବା ପୂର୍ବରୁ ପ୍ରଥମେ ନୋଟିସ ଦିଆଯିବା ଦରକାର । କିନ୍ତୁ ଏହି ପରିପ୍ରେକ୍ଷୀରେ କୌଣସି ସୂଚନା ନଦେଇ ସିଧାସଳଖ ଉଚ୍ଛେଦ ପ୍ରକ୍ରିୟା କେତେ ଦୂର ଯୁକ୍ତିଯୁକ୍ତ । ଯଦି ଏହି ଦିଗରେ ଜିଲ୍ଲାପାଳ କର୍ଣପାତ ନକରନ୍ତି ତେବେ ଆଗାମୀ ଦିନରେ ଆଇନ ଅମାନ୍ୟ ଆନ୍ଦୋଳନ ନିଶ୍ଚିତ ବୋଲି ଚେତାବନୀ ଦେଇଛନ୍ତି ଆବାହକ ମହାନଗର ନାଗରିକ ମଞ୍ଚର ଆବାହକ ଚିତ୍ତରଞ୍ଜନ ମହାନ୍ତି । ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: କମ୍ପିଲା ଜିଲାପାଳ କାର୍ଯ୍ୟାଳୟ । ଉଗ୍ର ରୂପ ଧାରଣ କଲା ବସ୍ତିବାସୀନ୍ଧା ମିଳିତ ମଞ୍ଚ । ଥଇଥାନ ନକରି ନିର୍ମମ ଭାବେ କଟକ ର ତଳିଆ ବସ୍ତିବାସୀନ୍ଧା ଙ୍କୁ ଉଛେଦ କରିବା କେଉଁ ଦିଗ ରୁ ଯୁକ୍ତିଯୁକ୍ତ ବୋଲି ଆହ୍ୱାନ ଦେଇଛି ମଞ୍ଚ । ଜିଲାପାଳଙ୍କ ପକ୍ଷରୁ କୌଣସି ନୋଟିସ ନକରି ସିଧାସଳଖ ଆକ୍ସନ କଣ ପାଇଁ ବୋଲି ଜିଲାପାଳ ଙ୍କୁ ବିକ୍ଷୋବ ଜରିଆରେ ସୁଚାଇଛି ମିଳିତ ମଞ୍ଚ ।

ସୂଚନାଯୋଗ୍ୟ କଟକ କୃଷକ ବଜାର ବସ୍ତି ,ତାଳଦଣ୍ଡା କେନାଲ ରୋଡ଼ ବସ୍ତି ରେ ଦିର୍ଘଦିନ ଧରି ଅନେକ ଅସ୍ଥାୟୀ ବାସୀନ୍ଧା ରହିଆସୁଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ପଟା କରିଥିବା ବେଳେ କିଛି ସେଥିରୁ ବଞ୍ଚିତ ହୋଇଛନ୍ତି । ତେବେ ଯଦି ଉଛେଦ କରାଯିବ ତେବେ ପ୍ରଥମେ ନୋଟିସ ଦିଆଯିବା ଦରକାର । କିନ୍ତୁ ଏହି ପରିପ୍ରେକ୍ଷୀ ରେ କୌଣସି ସୂଚନା ନଦେଇ ସିଧାସଳଖ ଆକ୍ସନ ନେଵା କେତେଦୂର ଯୁକ୍ତିଯୁକ୍ତ । ଯଦି ଏହି ଦିଗରେ ଜିଲାପାଳ କର୍ଣପାତ ନକରନ୍ତି ତେବେ ଆଗାମୀ ଦିନରେ ଆଇନ ଅମାନ୍ୟ ଆନ୍ଦୋଳନ ନିଶ୍ଚିତ ।

ବାଇଟ: ଚିତରଞ୍ଜନ ମହାନ୍ତି( ଆବାହକ ମିଳିତ ମଞ୍ଚ )

Body:no need

Conclusion:
Last Updated : Aug 2, 2019, 9:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.