ETV Bharat / state

ପୁଣି ହରପିସ ନେଲା ଗଜରାଜର ଜୀବନ - cuttack news

5 ଦିନ ମୃତ୍ୟୁ ସହ ସଂଘର୍ଷ ପରେ ଆଖି ବୁଜିଲା ଅସୁସ୍ଥ ମାଈ ହାତୀ । ହରପିସରେ ସଂକ୍ରମିତ ଥିବା ଏହି ହାତୀର ସାତ ଜଣିଆ ଟିମ୍ ଚିକିତ୍ସା ପରେ ମଧ୍ୟ ବଞ୍ଚାଇବାରେ ଅସଫଳ ହୋଇଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, କଟକ
author img

By

Published : Sep 30, 2019, 5:59 PM IST

କଟକ: 5 ଦିନ ମୃତ୍ୟୁ ସହ ସଂଘର୍ଷ ପରେ ଆଖି ବୁଜିଲା ଅସୁସ୍ଥ ମାଈ ହାତୀ । ବାଙ୍କୀ ଡମପଡା ଚନ୍ଦକା ଅଭୟାରଣ୍ୟ ଅନ୍ତର୍ଗତ ବାଆଁରା ନିକଟ ଭାଲୁମୁଣ୍ଡିଆରେ ଅସୁସ୍ଥ ଥିଲା 20 ବର୍ଷର ଏହି ମାଈ ହାତୀ । ସେ ହରପିସରେ ସଂକ୍ରମିତ ଥିଲା ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, କଟକ

ସୂଚନାନୁସାରେ, ବାଙ୍କୀ ବାଆଁରା ଗ୍ରାମ ନିକଟସ୍ଥ ଡମପଡା ଚନ୍ଦକା ଅଭୟାରଣ୍ୟରୁ ଖସି ପଳାଇ ଆସିଥିବା 20 ବର୍ଷିୟ ଏହି ମାଈ ହାତୀ ଅସୁସ୍ଥ ହୋଇପଡ଼ିଥିଲା । ଖବର ପାଇ ଘଟଣାସ୍ଥଳରେ ଡମପଡା ବନବିଭାଗ କର୍ମଚାରୀ ପହଞ୍ଚି ହାତୀଟିର ପ୍ରାଥମିକ ଚିକିତ୍ସା କରିଥଲେ । ମାତ୍ର ହାତୀଟିର ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ବରରୁ ବନ ଅଧିକାରୀ ତଥା ଡିଏଫଓ ଏବଂ ଆସାମର ଏକ ମେଡିକାଲ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଚିକିତ୍ସା କରୁଥିଲେ । 2ଟି ଡାକ୍ତରୀ ଟିମ୍‌ର ପ୍ରାୟ 7 ଜଣିଆ ମେଡିକାଲ ଟିମ୍‌ ହାତୀର ଚିକିତ୍ସା କରୁଥିଲେ ମଧ୍ୟ ଅସୁସ୍ଥ ହାତୀକୁ ବଞ୍ଚାଇବାରେ ସଫଳ ହୋଇନଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:୫ ଦିନ ମୃତୁ ସହ ସଂଘର୍ଷ କରି ଆଖି ବୁଜିଲା ଅସୁସ୍ଥ ଥିବା ମାଈ ହାତୀ।ବାଙ୍କୀ ଡମପଡା ଚନ୍ଦକା ଅଭୟାରଣ୍ୟ ଅନ୍ତର୍ଗତ ବାଆଁରା ନିକଟ ଭାଲୁମୁଣ୍ଡିଆ ଠାରେ ଅସୁସ୍ଥ ହୋଇ ପଡ଼ି ରହି ଥିଲା ୨୦ ବର୍ଷ ର ମାଈ ହାତୀ।ତେବେ ହରପିସ ରୋଗରେ ଆକ୍ରାନ୍ତ ଥିଲା ଏହି ମାଈ ହାତୀ।
ସୂଚନା ଅନୁଯାୟୀ ବାଙ୍କୀ ବାଆଁରା ଗ୍ରାମ ନିକଟସ୍ଥ ଡମପଡା ଚନ୍ଦକା ଅଭାୟରଣ୍ୟ ରୁ ଖସି ପଳାଇଆସିଥିବା ୨୦ ବର୍ଷ ଏକ ମାଈ ହାତୀ ଅସୁସ୍ଥ ହୋଇପଡ଼ିଥିଲା । ଘଟଣାସ୍ଥଳ ରେ ଡମପଡା ବନବିଭାଗ କର୍ମଚାରୀ ପହଞ୍ଚି ହାତିଟିର ପ୍ରାଥମିକ ଚିକିତ୍ସା କରିଥଲେ ।ଅବସ୍ଥା ଗୁରୁତ୍ୱର ହେବାରୁ ଭୁବନେଶ୍ୱରରୁ ବନ ଅଧିକାରୀ ତଥା ଡିଏଫଓ ଓ ଆସାମ ର ଏକ ମେଡିକାଲ ଟିମ ଘଟଣା ସ୍ଥଳରେ ପହଞ୍ଚି ଅସୁସ୍ଥ ହାତୀର ଚିକିତ୍ସା କରୁଥିଲେ । ଦୁଇ ଟି ଡାକ୍ତରୀ ଟିମରେ ପ୍ରାୟ ୭ ଜଣିଆ ମେଡିକାଲ ଟିମ ଚିକିତ୍ସକ
ହାତିଟିର ଚିକିତ୍ସା କରୁଥିଲେ ବି ହାତୀକୁ ବଞ୍ଚାଇ ପାରି ନଥିଲେBody:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.