ETV Bharat / state

ଶ୍ରୀତମ ଦାସ ବିଜେପିର ସିଏମସି ମେୟର ପ୍ରାର୍ଥୀ

author img

By

Published : Mar 6, 2022, 11:04 AM IST

Updated : Mar 6, 2022, 2:41 PM IST

କଟକ ମହାନଗର ନିଗମ ନିର୍ବାଚନ ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେପି। ସିଏମସି ନିର୍ବାଚନ ମୈଦାନକୁ ଓହ୍ଲାଇବେ ଅଭିନେତା ଶ୍ରୀତମ ଦାସ। ଅଧିକ ପଢ଼ନ୍ତୁ।

Shritam das selected for bjp cmc mayor candidate
ଶ୍ରିତମ ଦାସ ହେଲେ ବିଜେପିର ସିଏମସି ମେୟର ପ୍ରାର୍ଥୀ

କଟକ: ସିଏମସି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ଅଭିନେତା ଶ୍ରୀତମ ଦାସ ହେଲେ ବିଜେପିର କଟକ ମହାନଗର ନିଗମ ମେୟର ପ୍ରାର୍ଥୀ। ଚଳିତ କଟକ ମହାନଗର ନିଗମ ନିର୍ବାଚନ ପାଇଁ ବିଜେପି ତାଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଛି । ତେଣୁ ଏବେ ବିଜେପି ପକ୍ଷରୁ ସିଏମସି ନିର୍ବାଚନୀ ମଇଦାନକୁ ଓହ୍ଲାଇବେ ଶ୍ରୀତମ ଦାସ।

ଶ୍ରୀତମ ଦାସ ବିଜେପିର ସିଏମସି ମେୟର ପ୍ରାର୍ଥୀ

ସେପଟେ କଟକର ମେୟର ପଦବୀ ପାଇଁ କଂଗ୍ରେସ ପକ୍ଷରୁ ଗିରିବାଳା ବେହେରାଙ୍କ ନାମ ଘୋଷଣା କରାଯାଇଛି। ବିଜେଡି ପକ୍ଷରୁ ମଧ୍ୟ ମେୟର ପ୍ରାର୍ଥୀ ଘୋଷଣା କରାଯାଇଛି । ବରିଷ୍ଠ ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ସୁବାସ ସିଂହଙ୍କ ନାମ ଉପରେ ମୋହର ମାରିଛି ବିଜେଡି ।

କଟକରୁ ନାରାୟଣ ସାହୁ ଓ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Mar 6, 2022, 2:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.