ETV Bharat / state

ବିଦ୍ୟାଳୟର ଦାୟିତ୍ବହୀନତା, ପଢିବା ବଦଳରେ ବର୍ଷାରେ ଖେଳୁଛନ୍ତି ପିଲା - ନିଆଳି ସ୍କୁଲର ଛାତ୍ରୀ ବର୍ଷାରେ ଓଦା ହେଲେ

ସରକାରୀ ସ୍କୁଲରେ କିପରି ଚାଲିଛି ପାଠପଢା ? କ୍ଲାସ ଟାଇମରେ ପାଠ ପଢିବା ବଦଳରେ ଖେଳ ପଡିଆରେ ବର୍ଷାରେ ଓଦା ହୋଇ ଖେଳୁଛନ୍ତି ପିଲା । ଯାହା ପ୍ରତି କାହାର ନିଘା ନାହିଁ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନିଆଳି ହାଇସ୍କୁଲରେ । ପିଲାଙ୍କ ବର୍ଷାରେ ଓଦା ହେବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବିଦ୍ୟାଳୟର ଦାୟିତ୍ବହୀନତା, ଶ୍ରେଣୀର ନ ରହି ବର୍ଷାରେ ଓଦା ହେଲେ ଛାତ୍ରୀ

author img

By

Published : Jul 16, 2022, 8:35 AM IST

ନିଆଳି: ଗୋଟିଏ ପଟେ ପାଠ ପଢା ଚାଲିଛି ଆଉ ଗୋଟିଏ ପଟେ ଛାତ୍ରୀମାନେ ଶ୍ରେଣୀ ଗୃହରେ ନ ରହି ଖେଳ ପଡିଆର ବର୍ଷା ପାଣିରେ ଓଦା ହେଉଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବରେ ଲାଗିଛି । ଭିଡିଓକୁ ଦେଖିଲା ପରେ ଲାଗୁଛି ନାଁ ଏଠି ଛାତ୍ରୀ ମାନଙ୍କର ଭୟ ଅଛି ନାଁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଦାୟିତ୍ଵ ଅଛି । ଏ ହେଉଛି କଟକ ଜିଲ୍ଲା ନିଆଳି ହାଇସ୍କୁଲକୁ ଲାଗିକି ରହିଥିବା ଖେଳ ପଡିଆ । ନାଁ ଶିକ୍ଷକ ମାନଙ୍କର କିଛି ଲଗାମ ଅଛି ନାଁ ଛାତ୍ରୀ ମାନଙ୍କର ଭୟ ଅଛି ।

ବିଦ୍ୟାଳୟର ଦାୟିତ୍ବହୀନତା, ଶ୍ରେଣୀର ନ ରହି ବର୍ଷାରେ ଓଦା ହେଲେ ଛାତ୍ରୀ

ବିଦ୍ୟାଳୟର ଦାୟିତ୍ବହୀନତା ନେଇ ରାଜ୍ୟ ଶିକ୍ଷା ବିଭାଗର ପଡିବ କି ଦୃଷ୍ଟି, ଶିକ୍ଷାର ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ବାସ୍ତବରେ ବିଦ୍ୟାଳୟର ଦାୟିତ୍ବହୀନତାର ଏଠି ଦେଖାଦେଇଛି । ଶୁକ୍ରବାର ଅପରାହ୍ନ ସମୟରେ ଛାତ୍ରଛାତ୍ରୀ ମାନେ କିପରି ଖେଳ ପଡ଼ିଆରେ ଅତି ବର୍ଷା ପାଣିରେ ଗାଧୋଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ତାହା ଉପରେ ସ୍କୁଲ କର୍ତ୍ତୃପକ୍ଷର କୌଣସି ନଜର ନାହିଁ । ସାପ, କିମ୍ବା କୌଣସି ହିଂସ୍ର ଜୀବଜନ୍ତୁ ଯଦି କିଛି ଆଘାତ କରେ ଏନେଇ କିଏ ଦାୟୀ ରହିବେ ବୋଲି ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ନିଆଳି

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.