ETV Bharat / state

ସ୍ୟାଟ ଉଚ୍ଛେଦକୁ ନେଇ ହାଇକୋର୍ଟରେ ଚ୍ୟାଲେଞ୍ଜ

ସ୍ୟାଟ ଉଚ୍ଛେଦକୁ ନେଇ ହାଇକୋର୍ଟରେ ଚ୍ୟାଲେଞ୍ଜ । ସ୍ୟାଟ ଆଇନଜୀବୀ ସଂଘ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ରୁଜ୍ଜୁ ହୋଇଛି । ଅନ୍ୟପଟେ ବୁଧବାର ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି ।

author img

By

Published : Aug 6, 2019, 9:15 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ରାଜ୍ୟ ପ୍ରଶାସନିକ ନ୍ୟାୟାଧିକରଣ(ସ୍ୟାଟ୍)କୁ ଉଚ୍ଛେଦ ନେଇ ହାଇକୋର୍ଟରେ ଚ୍ୟାଲେଞ୍ଜ । ସ୍ୟାଟ ଉଚ୍ଛେଦ ପାଇଁ ରାଜ୍ୟ ସରକାର କରିଥିବା ଆବେଦନକୁ କେନ୍ଦ୍ର ସରକାର ମୋହର ମାରିବା ପରେ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ସ୍ୟାଟ ଆଇନଜୀବୀ ସଂଘ । ସଂଘ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ରୁଜ୍ଜୁ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଅନେକ ମାମଲା ଏବେ କୋର୍ଟରେ ବିଚାରଧିନ ଥିବା ବେଳେ ଏହାକୁ ଉଚ୍ଛେଦ କରିବା ସମ୍ପୂର୍ଣ୍ଣ ବେଆଇନ ବୋଲି ମାମଲାରେ ଦର୍ଶାଇଛି ଆଇନଜୀବୀ ସଂଘ । ତେବେ ସ୍ୟାଟ୍‌ରେ ଉଭୟ ଭୁବନେଶ୍ବର ଓ କଟକ ବେଞ୍ଚରେ ପ୍ରାୟ 70 ହଜାର ଚାକିରି ସମ୍ବନ୍ଧୀୟ ମାମଲା ବିଚାରଧିନ ରହିଛି । ସ୍ୟାଟ୍‌ ଉଚ୍ଛେଦ ହେଲେ ଏହି ସବୁ ମାମଲାର ଭବିଷ୍ୟତ କଣ ? ହେବ ତାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ତେଣୁ କିଭଳି ମାମଲାର ତ୍ବରିତ ବିଚାର ହେବ ସେ ନେଇ ଆଶଙ୍କା ପ୍ରକାଶ ପାଇଛି । ଅନ୍ୟପଟେ ବୁଧବାର ମାମଲାର ଶୁଣାଣି କରାଯିବା ନେଇ ଧାର୍ଯ୍ୟ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଦୀର୍ଘବର୍ଷ ଧରି ରାଜ୍ୟ ପ୍ରଶାସନିକ ନ୍ୟାୟାଅଧିକରଣ (ସ୍ୟାଟ)ଉଛେଦକୁ ନେଇ ଲାଗି ରହିଥିବା ବିବାଦ ର ଅନ୍ତ ଘଟିଛି।ସ୍ୟାଟ ଉଛେଦକୁ ନେଇ ରାଜ୍ୟସରକାର କରିଥିବା ଆବେଦନକୁ କେନ୍ଦ୍ରସରକାର ଗ୍ରହଣ କରିବା ସହ ରାଜ୍ୟ ନିଷ୍ପତି ଉପରେ ମୋହର ମାରିଛନ୍ତି।କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତି ପରେ ସ୍ୟାଟ ରେ ଥିବା ମାମଲା ଏହାର କର୍ମଚାରୀଙ୍କୁ ନେଇ ନାନା ଆଶଙ୍କା ସୃଷ୍ଟି ହୋଇଛି।ସ୍ୟାଟ ରେ ଉଭୟ ଭୁବନେଶ୍ୱର ଏବଂ କଟକ ବେଞ୍ଚରେ ପ୍ରାୟ 70 ହଜାର ଚାକିରୀ ସମ୍ବନ୍ଧୀୟ ମାମାଲ ବିଚାରଧୀନ ରହିଛି।ସ୍ୟାଟ ଉଛେଦପରେ ଏହିସବୁ ମାମଲାର ଭବିଷ୍ୟତ କଣ ହେବ କିଭଳି ଏହି ମାମଲାର ତ୍ୱରିତ ବିଚାର ହେବ ସେନେଇ ଆଶଙ୍କା ବ୍ୟକ୍ତ କରାଯାଇଛି।
ଅନ୍ୟପଟେ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥହୋଇଛନ୍ତି ସ୍ୟାଟ ଆଇନଜୀବୀ ସଙ୍ଘ।ମାମଲା ଏବେ କୋର୍ଟ ରେ ବିଚାରଧୀନ ଥିଲାବେଳେ ଏହାକୁ ଉଛେଦ କରାଯିବା ସମ୍ପୂର୍ଣ ବେଆଇନ ବୋଲି ମାମଲାରେ ଦର୍ଶାଯାଇଛି।ତେବେ ଆସନ୍ତାକାଲି ମାମଲାର ଶୁଣାଣି କରାଯିବା ନେଇ ଧାର୍ଯ୍ୟ କରାଯାଇଛି।

ବାଇଟ - ଧୂଳି ରାମ ପଟନାୟକ,ସଭାପତି,ସ୍ୟାଟ ବାର।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.