ETV Bharat / state

ଏନଆରସି ଓ ସିଏଏକୁ ବିରୋଧ କରି କଟକରେ ପ୍ରତିବାଦ ଶୋଭାଯାତ୍ରା - ସିଏଏକୁ ବିରୋଧ କରି କଟକରେ ପ୍ରତିବାଦ ଶୋଭାଯାତ୍ରା

ମୁସଲିମ ଓ ଦଳିତ ସୁରକ୍ଷା ମଞ୍ଚ ପକ୍ଷରୁ ଏନଆରସି, ସିଏଏ ଓ ଏନପିଆରକୁ ବିରୋଧ କରି ଶନିବାର ଏକ  ପ୍ରତିବାଦ ଶୋଭାଯାତ୍ରା କରିଛନ୍ତି । ଏଥିରେ ବିଭିନ୍ନ ସମ୍ପ୍ରଦାୟର ଲୋକ ମଧ୍ୟ ସାମିଲ ହୋଇଥିଲେ। ଅଧିକ ପଢନ୍ତୁ...

CTC rally against caa
ସିଏଏକୁ ବିରୋଧ କରି କଟକରେ ପ୍ରତିବାଦ ଶୋଭାଯାତ୍ରା
author img

By

Published : Jan 12, 2020, 8:00 AM IST

କଟକ: କଟକରେ ସିଏଏ ତାତି। ଏନଆରସି, ସିଏଏ ଓ ଏନପିଆରକୁ ବିରୋଧ କରି ହଜାର ହଜାର ଆନ୍ଦୋଳନକାରୀ ଶନିବାର କଟକରେ ପ୍ରତିବାଦ ଶୋଭାଯାତ୍ରା କରିଛନ୍ତି। ମୁସଲିମ ଓ ଦଳିତ ସୁରକ୍ଷା ମଞ୍ଚ ପକ୍ଷରୁ ଏହି ପ୍ରତିବାଦ ଶୋଭାଯାତ୍ରା କରାଯାଇଥିଲାବେଳେ ଏଥିରେ ବିଭିନ୍ନ ସମ୍ପ୍ରଦାୟର ଲୋକ ସାମିଲ ହୋଇଥିଲେ।

ସିଏଏକୁ ବିରୋଧ କରି କଟକରେ ପ୍ରତିବାଦ ଶୋଭାଯାତ୍ରା

ଏହି ଶୋଭାଯାତ୍ରା ସୁତାହାଟରୁ ବାହାରି ଓଡ଼ିଆ ବଜାର, ଗଙ୍ଗା ମନ୍ଦିର, ଗୌରୀଶଙ୍କର ପାର୍କ ଦେଇ ଦରଘାବଜାର ସ୍ଥିତ ଜେଲ ପଡ଼ିଆଠାରେ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା। ଏହି ଆଇନ, ଧାରା ୧୪ ଓ ୧୫କୁ ଉଲ୍ଲଂଘନ କରୁଥିବାରୁ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ଆନ୍ଦୋଳନକାରୀ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଓ ଅମିତ ଶାହଙ୍କ ବିରୋଧରେ ଆନ୍ଦୋଳନକାରୀ ମାନେ ନାରାବାଜି ପ୍ରଦାନ କରିଥିଲେ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକରେ ସିଏଏ ତାତି।ଏନଆରସି ,ସିଏଏ ଓ ଏନପିଆର କୁ ବିରୋଧ କରି ହଜାର ହଜାର ଆନ୍ଦୋଳନକାରୀ ଆଜି କଟକରେ ପ୍ରତିବାଦ ଶୋଭାଯାତ୍ରା କରିଛନ୍ତି।ମୁସଲିମ ଓ ଦଳିତ ସୁରକ୍ଷା ମଞ୍ଚ ପକ୍ଷରୁ ଏହି ପ୍ରତିବାଦ ଶୋଭାଯାତ୍ରା କରାଯାଇଥିଲାବେଳେ ଏଥିରେ ବିଭିନ୍ନ ସମ୍ପ୍ରଦାୟର ଲୋକ ସାମିଲ ହୋଇଥିଲେ।ଏହି ଶୋଭାଯାତ୍ରା ସୁତାହାଟ ରୁ ବାହାରି ଓଡ଼ିଆ ବଜାର,ଗଙ୍ଗା ମନ୍ଦିର,ଗୌରୀଶଙ୍କର ପାର୍କ ଦେଇ ଦରଘାବଜାର ସ୍ଥିତ ଜେଲ ପଡ଼ିଆଠାରେ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା।ଏହି ଆଇନ ,ଧାରା ୧୪ ଓ ୧୫ କୁ ଉଲଙ୍ଘନ କରୁଥିବା ରୁ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ଆନ୍ଦୋଳନକାରୀ।ଏହି ଅବସରରେ ପ୍ରଧାନମନ୍ତ୍ରୀ ଓ ଅମିତ ଶାହ ଙ୍କ ବିରୋଧରେ ଆନ୍ଦୋଳନକାରୀ ମାନେ ନାରାବାଜି ପ୍ରଦାନ କରିଥିଲେ।

ବାଇଟ - ଆନ୍ଦୋଳନକାରୀ।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.