ETV Bharat / state

କଲେଜ ଛକ ମର୍ଡର ସିନ ରିକ୍ରିଏସନ

author img

By

Published : Jun 20, 2021, 10:43 PM IST

କଲେଜ ଛକ ହତ୍ୟାକାଣ୍ଡ ଘଟଣାର ହେଲା ରିକ୍ରିଏସନ । ସିଡିଏ କାଠଯୋଡ଼ି ବସ୍ତି ଅଞ୍ଚଳରୁ ପୋଲିସ କାଳନ୍ଦୀକୁ ଗିରଫ କରି ମର୍ଡର ସିନ ରିକ୍ରିଏସନ କରିଛି । ଅଧିକ ପଢନ୍ତୁ...

କଲେଜ ଛକ ମର୍ଡର ସିନ ରିକ୍ରିଏସନ
କଲେଜ ଛକ ମର୍ଡର ସିନ ରିକ୍ରିଏସନ

କଟକ: କଲେଜ ଛକ ହତ୍ୟାକାଣ୍ଡ ଘଟଣାର ହେଲା ରିକ୍ରିଏସନ । ସିଡିଏ କାଠଯୋଡ଼ି ବସ୍ତି ଅଞ୍ଚଳରୁ ପୋଲିସ କାଳନ୍ଦୀକୁ ଗିରଫ କରି ମର୍ଡର ସିନ ରିକ୍ରିଏସନ କରିଛି । ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡାକୁ ଜବତ କରିଛି ପୋଲିସ । ପରକ୍ରିୟା ପ୍ରୀତିକୁ ନେଇ ଗତକାଲି ରାତିରେ ହୋଇଥିଲା ହତ୍ୟାକାଣ୍ଡ । କାଳନ୍ଦୀର ଖଣ୍ଡା ଚୋଟରେ ପ୍ରେମିକ ସନାତନ ଦାସର ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଗୁରୁତର ଆହତ ହୋଇ ଏସସିବିରେ ଚିକିତ୍ସିତ ହେଉଛନ୍ତି ।

କଲେଜ ଛକ ମର୍ଡର ସିନ ରିକ୍ରିଏସନ

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆହତ ମହିଳା ମାଳତି ବିଶ୍ବାଳ, କଟକ ସିଡିଏ ଅଞ୍ଚଳରେ ତାଙ୍କ ସ୍ୱାମୀ କାଳନ୍ଦୀ ବିଶ୍ବାଳ ସହିତ ରହୁଥିଲେ । କିନ୍ତୁ, ଗତ କିଛି ଦିନ ହେଲା ମାଳତୀ କାଳନ୍ଦୀକୁ ଛାଡ଼ି କଲେଜ ଛକ ଅଞ୍ଚଳରେ ରହୁଥିବା ସନାତନ ଦାସଙ୍କ ପାଖରେ ରହିଆସୁଥିଲେ । ଏନେଇ ପ୍ରତିହିଂସା ପରାୟଣ ହୋଇ ଗତକାଲି ବିଳମ୍ବିତ ରାତିରେ କାଳନ୍ଦୀ କଲେଜ ଛକ ଅଞ୍ଚଳକୁ ଆସି ଉଭୟ ସନାତନ ଓ ମାଳତୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ସନାତନଙ୍କ ମୃତ୍ୟୁ ହୋଇଯାଇଥିଲା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.