ETV Bharat / state

ଖରାପ ପାଗ ଯୋଗୁଁ ପଡିଆ ଛାଡିଲେ ଖେଳାଳି, ହୋଇ ପାରିଲାନି ଅଭ୍ୟାସ

ଖରାପ ପାଗ ଯୋଗୁଁ ବାରବାଟୀ ଷ୍ଟାଡିୟ୍‌ମରେ ୱାର୍ମ ଅପ କରିବା ପରେ ଡ୍ରେସିଂ ରୁମ ବାହୁଡିଲେ ଭାରତ ଏ ଓ ବି ଦଳର ସମସ୍ତ ଖେଳାଳି। ଆସନ୍ତାକାଲି ଠାରୁ ସିନିୟର ମହିଳା ଟି20 ଚାଲେଞ୍ଜର ଟ୍ରଫି ମ୍ୟାଚ ଆରମ୍ଭ ହେବ।

player
player
author img

By

Published : Jan 3, 2020, 4:59 PM IST

Updated : Jan 3, 2020, 9:55 PM IST

କଟକ: ଖରାପ ପାଗ ବିଗାଡ଼ିଲା ବାରବାଟୀ ସ୍ଥିତି । ଆସନ୍ତାକାଲି ହେବାକୁ ଥିବା ସିନିୟର ମହିଳା ଟି20 ଚାଲେଞ୍ଜର ଟ୍ରଫି ପାଇଁ ହୋଇ ପାରିଲାନି ଅଭ୍ୟାସ । କିଛି ସମୟ ପଡିଆରେ ୱାର୍ମଅପ କରିବା ପରେ ଡ୍ରେସିଂ ରୁମ ବାହୁଡିଲେ ଭାରତ ଏ ଓ ବି ଦଳର ସମସ୍ତ ଖେଳାଳି ।

ଖରାପ ପାଗ ଯୋଗୁଁ ଖେଳାଳି କରିପାରିଲେନି ଅଭ୍ୟାସ

ନିର୍ଦ୍ଧାରିତ ସମୟରେ ବର୍ଷା ହେବାରୁ ଅତିରିକ୍ତ ପିଚ୍‌ରେ ଖେଳାଳି ଖେଳି ପାରିଲେ ନାହିଁ। ଆସନ୍ତାକାଲି ପ୍ରତିଯୋଗିତାର ପ୍ରଥମ ମ୍ୟାଚ ଖେଳାଯିବ । ଯେଉଁଥିରେ ମୁଁହାମୁହିଁ ହେବେ ଭାରତ ଏ ଓ ବି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଭାରତ ବି ଓ ସି ଦଳରେ ନଜର ଆସିବେ 2 ଓଡିଆ ଖେଳାଳି ସୁଶ୍ରୀ ଦିବ୍ୟ ଦର୍ଶନୀ ଓ ମାଧୁରୀ ମେହେଟା। ପ୍ରତିଦିନ ଗୋଟିଏ ଲେଖାଁଏ ମ୍ୟାଚ ଖେଳାଯିବ । ଆସନ୍ତାକାଲିଠୁ ଆରମ୍ଭ ହୋଇ 10 ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପ୍ରତିଯୋଗିତା ।

କଟକରୁ ପ୍ରଭୁକଲ୍ୟାଣ ପାଲ୍‌, ଇଟିଭି ଭାରତ

Intro:କଟକ: ଖରାପ ପାଗ ବିଗାଡ଼ିଲା ବାରବାଟୀ ସ୍ଥିତି । ଆସନ୍ତାକାଲି ହେବାକୁ ଥିବା ସିନିୟର ମହିଳା ଟି20 ଚାଲେଞ୍ଜର ଟ୍ରଫି ପାଇଁ ହୋଇ ପାରିଲାନି ଅଭ୍ୟାସ । କିଛି ସମୟ ପଡିଆ ରେ ୱାର୍ମ ଅପ କରିବା ପରେ ଡ୍ରେସିଂ ରୁମ ବହୁଡ଼ିଲେ ଭାରତ ଏ ଓ ବି ଦଳ ର ସମସ୍ତ ଖେଳାଳି । ନିର୍ଧାରିତ ସମୟରେ ବର୍ଷା ହେବାରୁ ଅତରିକ୍ତ ପିଚ ରେ ଖେଳିବା ହେଲାନି ସମ୍ବବ ।

ଆସନ୍ତା କାଲି ପ୍ରତିଯୋଗୀତା ର ପ୍ରଥମ ମ୍ୟାଚ ଖେଳାଯିବ । ଯେଉଁଥିରେ ମୁଁହାମୁହିଁ ହେବେ ଭାରତ ଏ ଓ ବି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାରତ ବି ଓ ସି ଦଳ ରେ ନଜର ଆସିବେ 2 ଓଡ଼ିଆ ଖେଳାଳି ସୁଶ୍ରୀ ଦିବ୍ୟ ଦର୍ଶନୀ ଓ ମାଧୁରୀ ମେହେଟା । ତେବେ ପ୍ରତିଦିନ ଗୋଟିଏ ଲେଖାଁଏ ମ୍ୟାଚ ଖେଳାଯିବ । ଆସନ୍ତା କାଲିଠୁ ଆରମ୍ଭ ହୋଇ 10 ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପ୍ରତିଯୋଗୀତା ।

Body:no need

Conclusion:
Last Updated : Jan 3, 2020, 9:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.