ETV Bharat / state

ଦୋଳି ମିନାବଜାରକୁ ଅନୁମତି ଦାବି, ନହେଲେ ନବୀନ ନିବାସ ସାମ୍ନାରେ ଧାରଣା ଚେତାବନୀ - ଦୋଳି ମିନାବଜାର ମହାସଙ୍ଘ

ଦୋଳି ଓ ମିନାବଜାରକୁ ଅନୁମତି ପାଇଁ ଦାବି କଲା ମହାସଙ୍ଘ । ନଚେତ ଧାରଣା ପାଇଁ ଚେତାବନୀ । ଅଧିକ ପଢନ୍ତୁ...

ଦୋଳି ମିନାବଜାରକୁ ଅନୁମତି ପାଇଁ ଦାବି, ନହେଲେ ନବୀନ ନିବାସ ସାମ୍ନାରେ ଧାରଣା ଚେତାବନୀ
vଦୋଳି ମିନାବଜାରକୁ ଅନୁମତି ପାଇଁ ଦାବି, ନହେଲେ ନବୀନ ନିବାସ ସାମ୍ନାରେ ଧାରଣା ଚେତାବନୀ
author img

By

Published : Mar 2, 2021, 10:02 PM IST

କଟକ: କୋଭିଡ କଟକଣା ମଧ୍ୟରେ ଧୀରେ ଧୀରେ ସବୁ କିଛି ଖୋଲିବାକୁ ଲାଗିଲାଣି । ଏହାରି ଭିତର ଯାତ୍ରା କରିବାକୁ ମଧ୍ୟ ଦିଆଗଲାଣି ଅନୁମତି । କିନ୍ତୁ ଯାତ୍ରା ମେଳଣରେ ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରୁଥିବା ଦୋଳି ଓ ମିନାବଜାରକୁ କେବେ ମିଳିବ ଅନୁମତି । ଏଥିପାଇଁ ସିଧାସଳଖ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଦୋଳି ଓ ମିନା ବଜାର ମହାସଂଘ କର୍ମକର୍ତା ।

ଦୋଳି ମିନାବଜାରକୁ ଅନୁମତି ପାଇଁ ଦାବି, ନହେଲେ ନବୀନ ନିବାସ ସାମ୍ନାରେ ଧାରଣା ଚେତାବନୀ

ଏକ ବର୍ଷ ହେବ ହାତ ବାନ୍ଧି ବସିଛନ୍ତି ଅନେକ ବ୍ୟବସାୟୀ । ପରିବାରକୁ ଆର୍ଥିକ ପ୍ରୋତ୍ସାହନ ନଥିବା ସେମାନେ ଅଭିଯୋଗ କରିଛନ୍ତି । ଏହାରି ଭିତରେ ସରକାର ମଧ୍ୟ ଅନେକ ପ୍ରତିଷ୍ଠାନ ଖୋଲି ସାରିଲେଣି । ଯଦି ଏହି ବ୍ୟବସାୟ ସମ୍ପର୍କରେ 7 ଦିନ ମଧ୍ୟରେ ସରକାର ନିଷ୍ପତ୍ତି ନ ନିଅନ୍ତି ତେବେ ନବୀନ ନିବାସ ଆଗରେ ଧାରଣା ଦେବା ପାଇଁ ବାଧ୍ୟ ହେବେ ବୋଲି ମହାସଙ୍ଘର କର୍ମକର୍ତ୍ତା ଚେତାବନୀ ଦେଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.