ETV Bharat / state

ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲା: ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କଲା ରୂପେଶ

author img

By

Published : Feb 13, 2020, 6:22 PM IST

ଚର୍ଚ୍ଚିତ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ମାମଲାରେ ନୂଆ ମୋଡ । ଗୁରୁବାର ଏନେଇ ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କରିଛନ୍ତି ରୂପେଶ ଭଦ୍ରା । ଅଧିକ ପଢନ୍ତୁ...

peo smitarani death issue, cuttack latest news, rupesh bhadra withdraws case from highcourt, କଟକ ଲାଟେଷ୍ଟ ନ୍ୟୁଜ୍‌, ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲା, ହାଇକୋର୍ଟରୁ ରୂପେଶ ଭଦ୍ରାଙ୍କ ମାମଲା ପ୍ରତ୍ୟାହାର
ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲା: ହାଇକୋର୍ଟରୁ ରୂପେଶର ମାମଲା ପ୍ରତ୍ୟାହାର

କଟକ: ଚର୍ଚ୍ଚିତ ଯାଜପୁର ଜିଲ୍ଲା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ମାମଲାରେ ନୂଆ ମୋଡ । ଗୁରୁବାର ଏନେଇ ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କରିଛନ୍ତି ରୂପେଶ ଭଦ୍ରା । ତଳକୋର୍ଟରେ ଜାମିନ ଆବେଦନ ପାଇଁ ରୂପେଶ ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ମାମଲାର ଚାର୍ଜସିଟ ହେବା ପୂର୍ବରୁ ରୂପେଶ ହାଇକୋର୍ଟ ଆସିଥିଲେ । ଏବେ ଚାର୍ଜସିଟ ହେବା ପରେ ରୂପେଶ ପୁଣି ତଳକୋର୍ଟ ଯିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ତେବେ ପୂର୍ବରୁ ତଳକୋର୍ଟରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା । ଫଳରେ ଜାମିନ ପାଇଁ ସେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.