ETV Bharat / state

ରାତି ପାହିଲେ ପଞ୍ଚମ ପର୍ଯ୍ୟାୟ ଭୋଟ, ପ୍ରସ୍ତୁତ ନିଆଳି - ପଞ୍ଚମ ପର୍ଯ୍ୟାୟ ନିର୍ବାଚନ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆସନ୍ତାକାଲି(ଗୁରୁବାର) ଶେଷ ପର୍ଯ୍ୟାୟ ମତଦାନ । ଏନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ପ୍ରସ୍ତୁତି ଚୂଡାନ୍ତ । ଅଧିକ ପଢନ୍ତୁ

ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ନିଆଳିରେ ଚୁଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

author img

By

Published : Feb 23, 2022, 1:45 PM IST

Updated : Feb 23, 2022, 2:30 PM IST

ନିଆଳି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆସନ୍ତାକାଲି(ଗୁରୁବାର) ଶେଷ ପର୍ଯ୍ୟାୟ ମତଦାନ । ଏନେଇ କଟକ ଜିଲ୍ଲା ନିଆଳି ବ୍ଳକରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପଞ୍ଚମ ପର୍ଯ୍ୟାୟରେ ନିଆଳି ବ୍ଳକର ୪ଟି ଜିଲ୍ଲା ପରିଷଦ ଜୋନ ପାଇଁ ମତଦାନ ଅନୁଷ୍ଠିତ ହେବ । ୨୩ଟି ପଞ୍ଚାୟତ ପାଇଁ ୪୭୨ଟି ବୁଥ କରାଯାଇଛି ।

ରାତି ପାହିଲେ ପଞ୍ଚମ ପର୍ଯ୍ୟାୟ ଭୋଟ, ପ୍ରସ୍ତୁତ ନିଆଳି

ସେଥି ମଧ୍ୟରୁ ୧୦୨ଟି ଅତି ଉତ୍ତେଜନା ପ୍ରବଣ ଭାବରେ ଚିହ୍ନଟ କରାଯାଇଥିହା ବେଳେ ୨୩୧ଟି ବୁଥକୁ ଉତ୍ତେଜନା ପ୍ରବଣ ଭାବରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଛି । ୨୩ଟି ପଞ୍ଚାୟତ ପାଇଁ ସରପଞ୍ଚ ଓ ସମିତି ସଭ୍ୟ ଓ ଓ୍ବାର୍ଡ ସଭ୍ୟ ପାଇଁ ନିଆଳି ବ୍ଲକର ମୋଟ ୧ ଲକ୍ଷ ୩୩ ହଜାର ୪୧୬ ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ । ଏନେଇ କଟକ ଜିଲ୍ଲା ନିଆଳି ବ୍ଳକରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ନିଆଳି ବ୍ଲକ ପ୍ରଶାସନ ପକ୍ଷରୁ ମତଦାନ କେନ୍ଦ୍ର ମାନଙ୍କୁ ପୋଲିଙ୍ଗ ଅଧିକାରୀ,ବାଲାଟ ପେପର ଓ ବାଲାଟ ବକ୍ସ ପଠାଯାଇଛି ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

Last Updated : Feb 23, 2022, 2:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.