ETV Bharat / state

କଟକ ଜିଲ୍ଲା ପାଇଁ ଖୁସିଖବର,ଖୁବଶୀଘ୍ର ମିଳିବ ରୋଜଗାର !

author img

By

Published : Jun 18, 2020, 4:10 AM IST

ମହାମାରୀ କୋରୋନା ଯୋଗୁଁ ବହୁତ ଲୋକ ନିଜର ରୋଜଗାର ହରାଇଛନ୍ତି । ସେମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।ଅଧିକ ପଢନ୍ତୁ...

migrant-labour-will-get-job-says-minister-pratap-jena
କଟକ ଜିଲ୍ଲା ପାଇଁ ଖୁସିଖବର,ଖୁବଶୀଘ୍ର ମିଳିବ ରୋଜଗାର !

କଟକ: କୋରୋନା ଅନେକ ଲୋକଙ୍କୁ ବେରୋଜଗାର କରିଦେଇଛି। ବିଶେଷ କରି ବାହାର ରାଜ୍ୟକୁ ଯାଇ ପଇସା ରୋଜଗାର କରୁଥିବା ଅନେକ ଲୋକ ଏବେ ରୋଜଗାର ହରାଇଛନ୍ତି। ତେବେ ଏଭଳି ସ୍ଥିତିରେ ପ୍ରବାସୀ ଓଡ଼ିଆଙ୍କୁ ରୋଜଗାରକ୍ଷମ କରିବା ଦିଗରେ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି।

କଟକ ଜିଲ୍ଲା ପାଇଁ ଖୁସିଖବର,ଖୁବଶୀଘ୍ର ମିଳିବ ରୋଜଗାର

ଏହି କ୍ରମରେ କଟକ ଜିଲ୍ଲାରେ ଥିବା ପ୍ରବାସୀଙ୍କୁ କିଭଳି ରୋଜଗାରକ୍ଷମ କରିହେବ, ସେନେଇ ଆଜି ସମୀକ୍ଷା କରାଯାଇଛି। କଟକ ଜିଲ୍ଳାପାଳଙ୍କ ସମ୍ମିଳନୀ କକ୍ଷରେ ଏହି ସମୀକ୍ଷା ବୈଠକରେ କଟକ ଜିଲ୍ଲାର ସମସ୍ତ ବିଧାୟକ,ପଞ୍ଚାୟତ ରାଜମନ୍ତ୍ରୀ,କଟକ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହି ଏହା ଉପରେ ଆଲୋଚନା କରାଯାଇଥିଲା।ତେବେ ଖୁବଶୀଘ୍ର ଏହା ଉପରେ ନିଷ୍ପତି ନିଆଯିବ ବୋଲି ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.