ETV Bharat / state

ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ - ଆଜି ପ୍ରକାଶ ପାଇବ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ

ଆଜି ପ୍ରକାଶ ପାଇବ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ । ତେବେ ପରୀକ୍ଷାଫଳ ଅପରାହ୍ନ ୨ ଟାରୁ ୱେବସାଇଟରେ ଉପଲବ୍ଧ ହେବ । ଅଧିକ ପଢନ୍ତୁ

matric examination result will be published today
ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ
author img

By

Published : Jul 6, 2022, 6:57 AM IST

Updated : Jul 6, 2022, 11:59 AM IST

କଟକ: ଆଜି ପ୍ରକାଶ ପାଇବ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହାର ଉଦଘାଟନ କରିବେ । ପରୀକ୍ଷା ପରିଚାଳନା କମିଟି ପରୀକ୍ଷା ଫଳ ପ୍ରକାଶ ପାଇଁ ପ୍ରଥମେ ଅନୁମୋଦନ କରିବା ପରେ ପରୀକ୍ଷାଫଳ ପ୍ରକାଶ ପାଇବ । ଅପରାହ୍ନ ୧ଟାରେ ବୋର୍ଡ ୱେବ ସାଇଟରେ ଫଳ ପ୍ରକାଶ ପାଇବ । www.bseodisha.ac.in ଏବଂ www.bseodisha.nic.in ବୋର୍ଡ ୱେବ ସାଇଟରେ ପରୀକ୍ଷାର୍ଥୀ ମାନେ ଫଳାଫଳ ଜାଣିପାରିବେ ।

ଅପରାହ୍ନ ୨ ଟାରୁ ଏହା ୱେବ ସାଇଟରେ ଉପଲବ୍ଧ ହେବ । ସେହିପରି ପରୀକ୍ଷାର୍ଥୀମାନେ ମଧ୍ୟ ମୋବାଇଲ ମାଧ୍ୟମରେ ଫଳାଫଳ ଜାଣିପାରିବେ । ତେବେ ସେମାନେ ନିଜର ମୋବାଇଲରେ OR୧୦ ଏବଂ ନିଜର ରୋଲ ନମ୍ବରକୁ ଟାଇପ କରି 5676750 କୁ ପଠାଇଲେ ଫଳାଫଳ ଜାଣିପାରିବେ । ଏନେଇ ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।ତେବେ ରାଜ୍ୟରେ ୩୫୪୦ ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୧ ହଜାର ୯୦୯ ଜଣ ପରୀକ୍ଷାର୍ଥୀ ଏହି ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ୪୪୪୩ ଜଣ ମଧ୍ୟମା ଏବଂ ୯୩୭୮ ଜଣ ଓପନ ସ୍କୁଲ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଛନ୍ତି।

Last Updated : Jul 6, 2022, 11:59 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.