ETV Bharat / state

ସାମ୍ବାଦିକଙ୍କୁ ସ୍କୁଲ କ୍ୟାମ୍ପସ ମନା, ନିଷ୍ପତ୍ତିକୁ କଟକରେ ଦୃଢ ବିରୋଧ

ବିଦ୍ୟାଳୟ ପରିସରକୁ ସାମ୍ବାଦିକଙ୍କୁ ମନା ନିଷ୍ପତ୍ତିକୁ କଟକରେ ଦୃଢ ବିରୋଧ କରାଯାଇଛି । ଅଧିକ ପଢନ୍ତୁ

ସାମ୍ବାଦିକଙ୍କୁ ସ୍କୁଲ କ୍ୟାମ୍ପସ ମନା, ନିଷ୍ପତ୍ତିକୁ କଟକରେ ଦୃଢ ବିରୋଧ
ସାମ୍ବାଦିକଙ୍କୁ ସ୍କୁଲ କ୍ୟାମ୍ପସ ମନା, ନିଷ୍ପତ୍ତିକୁ କଟକରେ ଦୃଢ ବିରୋଧ
author img

By

Published : Jul 11, 2022, 8:24 PM IST

କଟକ: ବିଦ୍ୟାଳୟ ପରିସରକୁ ଗଣ ମାଧ୍ୟମର ପ୍ରବେଶ ଉପରେ କଟକଣାକୁ ନେଇ ଦେଖାଦେଇଛି ଜନ ଅସନ୍ତୋଷ । ଏହି ନିର୍ଦ୍ଦେଶନାମାକୁ କଳା ଆଇନ ବୋଲି ଦର୍ଶାଇ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ କଟକ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବୀ ।

ସାମ୍ବାଦିକଙ୍କୁ ସ୍କୁଲ କ୍ୟାମ୍ପସ ମନା, ନିଷ୍ପତ୍ତିକୁ କଟକରେ ଦୃଢ ବିରୋଧ

ଏହା ବି ପଢନ୍ତୁ- ଗଣମାଧ୍ୟମକୁ ସ୍କୁଲ ହତା ମନା, ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ

ସାମ୍ବାଦିକଙ୍କୁ ବିଦ୍ୟାଳୟ ପରିସରକୁ ପ୍ରବେଶ ନିଷିଦ୍ଧ ନିଷ୍ପତ୍ତିକୁ ରାଜ୍ୟବ୍ୟାପୀ ବିରୋଧ କରାଯାଉଛି । ଏହି କ୍ରମରେ କଟକର ବିଭିନ୍ନ ସଂଗଠନ ଗୁଡିକ ପକ୍ଷରୁ ଏହି ନିର୍ଦ୍ଦେଶନାମାକୁ ବିରୋଧ କରାଯାଇଛି । ସ୍କୁଲ ହତା ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ଗଣମାଧ୍ୟମ ପ୍ରତିନିଧି କୌଣସି ପ୍ରଶ୍ନ ପଚାରିପାରିବେ ନାହିଁ । ବିନା ଅନୁମତିରେ ସ୍କୁଲ କ୍ୟାମ୍ପସକୁ ସାମ୍ବାଦିକମାନେ ପଶିପାରିବେ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେବା ପରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.