ETV Bharat / state

ଥଣ୍ଡା କମ୍ପାନୀରୁ ଶ୍ରମିକ ଛଟେଇ ନେଇ ତାତିଲା କର୍ମଚାରୀ ସଂଗଠନ

author img

By

Published : Sep 16, 2020, 8:20 PM IST

କଟକ ଜିଲ୍ଲା ଜଗତପୁର ଅଞ୍ଚଳର ଏକ ଘରୋଇ ଥଣ୍ଡା କମ୍ପାନୀରେ ବାରମ୍ବାର ଶ୍ରମିକ ଛଟେଇ ଅଭିଯୋଗରେ ବୁଧବାର ଅଣ୍ଟା ଭିଡ଼ିଛି ସଙ୍ଗଠନ । ଏନେଇ କର୍ମଚାରୀ ସଙ୍ଗଠନ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଶ୍ରମିକ ଛଟେଇ ନେଇ ତାତିଲେ ଶ୍ରମିକ
ଶ୍ରମିକ ଛଟେଇ ନେଇ ତାତିଲେ ଶ୍ରମିକ

କଟକ: ଶ୍ରମିକ ଛଟେଇ ନେଇ ତାତିଲେ କର୍ମଚାରୀ ସଙ୍ଗଠନ । ଜଗତପୁର ଅଞ୍ଚଳର ଏକ ଘରୋଇ ଥଣ୍ଡା କମ୍ପାନୀରେ ବାରମ୍ବାର ଶ୍ରମିକ ଛଟେଇ ଅଭିଯୋଗରେ ବୁଧବାର ଅଣ୍ଟା ଭିଡ଼ିଛି ସଙ୍ଗଠନ ।

ଶ୍ରମିକ ଛଟେଇ ନେଇ ତାତିଲେ ଶ୍ରମିକ

ଆଜିଠୁ 1000 ଦସ୍ତଖତ ଅଭିଯାନ ଆରମ୍ଭ କରିବା ସହ ଉକ୍ତ କମ୍ପାନୀ ସହ ଏକ ଶାନ୍ତିପୂର୍ଣ୍ଣ ବୈଠକ ଚାହୁଁଛି କର୍ମଚାରୀ ସଂଗଠନ । ଦୀର୍ଘ ଦିନ ଧରି ଜିଲ୍ଲା ପ୍ରଶାସନକୁ ଅବଗତ କରାଗଲେ ସୁଦ୍ଧା ଏଯାବତ ସେ ମଧ୍ୟ କିଛି କର୍ଣ୍ଣପାତ କରି ନଥିବା ଅଭିଯୋଗ ହୋଇଛି । ତେବେ ଏହି ବିବାଦର ସମାଧାନ ପାଇଁ ଶୀଘ୍ର ଉକ୍ତ କମ୍ପାନୀ ଆମ ସହ ବୈଠକ କରୁ ବୋଲି ଦାବି ହୋଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.