ETV Bharat / state

କିଲର କୋରୋନା, କଟକ ମହାନଗର ନିଗମରେ ୧୫ ହଜାର ପଜିଟିଭ୍ - କଟକ କୋରୋନା ଅପଡେଟ୍

କଟକ ମହାନଗର ନିଗମରୁ ୩୯ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୧୫ ହଜାର ୪୨୪ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲା ବେଳେ ୧୪ ହଜାର ୫୯୮ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଅଧିକ ଖବର ପଢନ୍ତୁ...

କିଲର କୋରୋନା, କଟକ ମହାନଗର ନିଗମରେ ୧୫ ହଜାର ପଜିଟିଭ୍

author img

By

Published : Nov 13, 2020, 8:00 AM IST

କଟକ: କୋରୋନା କାୟା । ଧୀରେ ଧୀରେ କମୁଛି ସଂକ୍ରମଣ । ଏହା ଭିତରେ କଟକ ମହାନଗର ନିଗମରୁ ୩୯ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ୮ ଜଣ ହୋମକ୍ଵରଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୬ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ କରାଯାଇଛି । ସେହିପରି ୨୫ ଜଣ ସ୍ଥାନୀୟ ଆକ୍ରାନ୍ତ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୧୫ ହଜାର ୪୨୪ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲା ବେଳେ ୧୪ ହଜାର ୫୯୮ ଜଣ ସୁସ୍ଥ ହୋଇ ଫେରିଛନ୍ତି ।

୭୮ ଜଣଙ୍କର ମୃତ୍ୟୁ ଘଟିଛି।ସେହିପରି ୭୪୮ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଜଣଙ୍କର ମୃତ୍ୟୁ ଘଟିଥିବା ସିଏମସି ପକ୍ଷରୁ ସୂଚନ ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.