ETV Bharat / state

ରାଜ୍ୟସ୍ତରୀୟ ବାସ୍କେଟ ବଲ୍ ପ୍ରତିଯୋଗିତା ଆରମ୍ଭ - ନାଲୋକ କପ୍ ବାସ୍କେଟ୍ ବଲ ପ୍ରତିଯୋଗିତା

ଗୁରୁବାରଠୁ 4 ଦିନ ବ୍ୟାପୀ ରାଜ୍ୟସ୍ତରୀୟ ଜୁନିୟର ନାଲକୋ କପ୍ ବାସ୍କେଟ୍ ବଲ ପ୍ରତିଯୋଗିତା ଆରମ୍ଭ । ଓଡିଶାର ବାସ୍କେଟ୍ ବଲ ଆସୋସିଏସନ୍ ପକ୍ଷରୁ ବାରବାଟି ଷ୍ଟାଡିୟମ୍ ବାସ୍କେଟ୍ ବଲ କଂପ୍ଲେକ୍ସ ଠାରେ ଏହି ପ୍ରତିଯୋଗିତା ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

ଆରମ୍ଭ ହେଲା ରାଜ୍ୟସ୍ତରୀୟ ବାସ୍କେଟ ବଲ୍ ପ୍ରତିଯୋଗିତା

author img

By

Published : Oct 28, 2022, 10:25 AM IST

କଟକ: ଗୁରୁବାରଠୁ 4 ଦିନ ବ୍ୟାପୀ ରାଜ୍ୟସ୍ତରୀୟ ଜୁନିୟର ନାଲକୋ କପ୍ ବାସ୍କେଟ୍ ବଲ ପ୍ରତିଯୋଗିତା ଆରମ୍ଭ । ଓଡିଶାର ବାସ୍କେଟ୍ ବଲ ଆସୋସିଏସନ୍ ପକ୍ଷରୁ ବାରବାଟି ଷ୍ଟାଡିୟମ୍ ବାସ୍କେଟ୍ ବଲ କଂପ୍ଲେକ୍ସ ଠାରେ ଏହି ପ୍ରତିଯୋଗିତା ଆରମ୍ଭ ହୋଇଛି । ଏଥିରେ ବିଭିନ୍ନ ଜିଲ୍ଲାରୁ 27 ଜଣ ବାଳକ ଏବଂ 14 ଜଣ ବାଳିକା ଅଂଶଗ୍ରହଣ କରିଛନ୍ତି । ଏହି ପ୍ରତିଯୋଗିତାରୁ ଖେଳାଳି ଚୟନ କରାଯାଇ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଜୁନିୟର ବାସ୍କେଟ ବଲ ପ୍ରତିଯୋଗିତାରେ ଓଡ଼ିଶାରୁ ପ୍ରତିନିଧିତ୍ଵ କରିବେ ।

ଆରମ୍ଭ ହେଲା ରାଜ୍ୟସ୍ତରୀୟ ବାସ୍କେଟ ବଲ୍ ପ୍ରତିଯୋଗିତା

ଓଡ଼ିଶା ଅଲମ୍ପିକ ଆସୋସିଏସନର ସମ୍ପାଦକ ଅଭିଜିତ ପାଲ, ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି ରାଜ୍ୟସ୍ତରୀୟ ଜୁନିଅର ବାଳକ ବାଳିକା ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ତେବେ ଏହି ଜୁନିୟର ପ୍ରତିଯୋଗୀତାରୁ ଚୟନ ଖେଳାଳୀଙ୍କୁ ଆଗାମୀ ଦିନରେ ଜାତୀୟସ୍ତରୀୟ ମ୍ୟାଚରେ ଓଡିଶା ପାଇଁ ଖେଳିବାର ସୁଯୋଗ ଦିଆଯିବ ବୋଲି କହିଛନ୍ତି ରାଜ୍ୟ ବାସ୍କେଟବଲ କ୍ରୀଡା ସମ୍ପାଦକ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.