କଟକ: ଯାଜପୁର ଜିଲ୍ଲା କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କର ପୂର୍ବତନ ସମ୍ପାଦକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବିଜୟ କୁମାର ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କଲେ କଟକ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ।
ଦୁଇ ବର୍ଷର ସଶ୍ରମ କାରାଦଣ୍ଡ ସହ 5 ହଜାର ଟଙ୍କା ଜରିମାନରେ ଦଣ୍ଡିତ କଲେ କୋର୍ଟ । 2009 ମସିହାର ଏକ ଲାଞ୍ଚ ମାମଲାରେ ଦଣ୍ଡିତ ହେଇଥିଲଲେ ବିଜୟ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ