ETV Bharat / state

IIFL ଡକାୟତି ମାମଲା; 10 କେଜି ସୁନା ଜବତ ଓ 10 ଅଭିଯୁକ୍ତ ଗିରଫ - ଆଇଆଇଏଫଏଲ ଡକାୟତି ମାମଲା

କଟକ ନୟାସଡକ IIFL ସୁନା ଲୁଟ ଘଟଣାରେ ଆଉ 2 ଜଣଙ୍କୁ ଗିରଫ କଲା ପୋଲିସ । ଗିରଫ ଦ୍ବୟ ମଙ୍ଗଳାବାଗ ଥାନା ଅଞ୍ଚଳର ଜଣେ ସୁନା ଦୋକାନୀ ଅନ୍ୟ ଜଣେ ଆଲାମଚାନ୍ଦ ବଜାରର । ଅଧିକ ପଢନ୍ତୁ...

IIFL ଡକାୟତି ମାମଲା, ପୋଲିସ ହ୍ୟାଣ୍ଡକପରେ ଆଉ 2 ଅଭିଯୁକ୍ତ

author img

By

Published : Nov 28, 2020, 10:23 AM IST

Updated : Nov 28, 2020, 2:09 PM IST

କଟକ: ଆଇଆଇଏଫଏଲ ଡକାୟତି ମାମଲାରେ ଲମ୍ବୁଛି ଅଭିଯୁକ୍ତଙ୍କ ସଂଖ୍ୟା । ଆଜି ପୁଣି ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଜଣେ ମଙ୍ଗଳାବାଗ ଅଞ୍ଚଳର ରେଣୁକା ଜୁଏଲାରିର ଗଣେଶ୍ବର ପୃଷ୍ଟି ହୋଇଥିଲା ବେଳ ଅନ୍ୟଜଣେ ଆଲମଚାନ୍ଦ ବଜାର ଯଶୋଦା ଜୁଏଲାରିର ଲଳିତ କୁମାର ସୋନି । ଉଭୟ ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟର ସହଯୋଗୀ ଥିବା ସୂଚନା।

IIFL ଡକାୟତି ମାମଲା, ପୋଲିସ ହ୍ୟାଣ୍ଡକପରେ ଆଉ 2 ଅଭିଯୁକ୍ତ

ଉଭୟଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ତେବେ ଆହୁରି ଚାଲିଛି ଖୋଳତାଡ଼ । ଖୁବ ଶୀଘ୍ର ଆହୁରି ଅଭିଯୁକ୍ତ ପୋଲିସ ହ୍ୟାଣ୍ଡକପକୁ ଆସିବା ନେଇ ପୋଲିସ ପକ୍ଷରୁ ସୂଚନା ।

ତେବେ ଆଇଆଇଏଫଏଲ ଡକାୟତି ଘଟଣାରେ ଏଯାବତ 10 ଜଣଙ୍କୁ ଗିରଫ କରିଛି ପୋଲିସ । 10 କେଜି ସୁନା ମଧ୍ୟ ଜବତ ହୋଇଛି । ଏହି ଘଟଣାରେ ଜଟିଳ ସ୍ଥିତି ରହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Nov 28, 2020, 2:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.