ETV Bharat / state

ଫାଇନ ଦେବୁ ପଛେ ମାନିବୁନି ସାମାଜିକ ଦୂରତ୍ବ

author img

By

Published : May 9, 2020, 3:59 PM IST

ସାମଜିକ ଦୂରତ୍ବ ନିୟମକୁ ବେଖାତିର କରି ଆଜି (ଶନିବାର) କଟକର ବିଭିନ୍ନ ସ୍ଥାନରୁ 104 ଜଣଙ୍କଠୁ ଫାଇନ ଆଦାୟ କରିଛି ପୋଲିସ ।

Ignore the rules of social distance
ସାମଜିକ ଦୂରତ୍ବ ନିୟମକୁ ବେଖାତିର

କଟକ: ରାଜ୍ୟରେ କୋରୋନା ସଂକ୍ରମଣଠୁ ଦୂରେଇ ରହିବାକୁ ଜାରି କରିଛନ୍ତି ଗାଇଡଲାଇନ । ସବୁ ସ୍ଥାନରେ ଏବେ କୋରୋନାର ଭୟାଭୟତାକୁ ଦେଖି ସାମାଜିକ ଦୂରତ୍ବ, ମାସ୍କ ପିନ୍ଧିବାକୁ ଅଧିକ ଗୁରୁତ୍ବ ଦିଆଯାଉଛି । ମାତ୍ର ଏବେ ବି କିଛି ଏମିତି ଅମାନିଆ ଅଛନ୍ତି, ଯେଉଁମାନେ ନିୟମ ଭାଙ୍ଗି ବାରମ୍ବାର ଫାଇନ ଗଣୁଥିଲେ ମଧ୍ୟ ସୁଧୁରୁ ନାହାଁନ୍ତି ।

ରାସ୍ତା ଉପରେ ଘୁରିବୁଲୁଛନ୍ତି ଅମାନିଆ। ସବୁଠି ଏବେ ସାମଜିକ ଦୂରତ୍ବକୁ ଗୁରୁତ୍ବ ଦିଆଯାଉଥିଲେ ମଧ୍ୟ ଏମାନେ ସେସବୁ ନିୟମକୁ ଫୁ କରି ଆଜି (ଶନିବାର) କଟକର ବିଭିନ୍ନ ସ୍ଥାନରୁ 104 ଜଣଙ୍କ ଠୁ ଫାଇନ ଆଦାୟ କରିଛି ପୋଲିସ । ସେହିପରି ମାସ୍କ ନପିନ୍ଧି 161 ଜଣ ତଣ୍ଡ ଗଣିଛନ୍ତି।

ତେବେ ଲକଡାଉନର ସମାନ୍ୟ କୋହଳ ପରେ ବି ସମାନ ଦୃଶ୍ୟ ନଜର ଆସୁଛି । ତେବେ କେବେ ବଦଳିବ ଏହି ଚିତ୍ର । ତାକୁ ନେଇ ଚିନ୍ତା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.