ETV Bharat / state

ଓଡିଶା ଆସିବେ ଉପରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା କଡାକଡି - cuttack news

ଆସନ୍ତା 6 ତାରିଖରେ ଓଡିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ସମାଜର ସମ୍ବାଦପତ୍ରର 100 ବର୍ଷ ପାଳନ ଅବସରରେ ଯୋଗଦେବେ ଉପରାଷ୍ଟ୍ରପତି । ଅଧିକ ଖବର ପଢନ୍ତୁ...

ଓଡିଶା ଆସିବେ ଉପରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା କଡାକଡି
author img

By

Published : Oct 4, 2019, 7:33 PM IST

କଟକ: ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଆସନ୍ତା ୬ ତାରିଖ ଅର୍ଥାତ ରବିବାର ଦିନ ସେ କଟକରେ ପହଞ୍ଚିବେ । ସମାଜର ସମ୍ବାଦପତ୍ରର 100 ବର୍ଷ ପାଳନ ଅବସରରେ ଯୋଗଦେବେ ଉପରାଷ୍ଟ୍ରପତି ।

ଓଡିଶା ଆସିବେ ଉପରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା କଡାକଡି

ସୂଚନା ଅନୁସାରେ, କଟକ ଇଣ୍ଡୋର ଷ୍ଟାଡିୟମ ଠାରେ ସମାଜର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତେବେ ଉପରାଷ୍ଟ୍ରପତିଙ୍କ ଗ୍ରସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ । ସେନେଇ ଶୁକ୍ରବାର ଇଣ୍ଡୋର ଷ୍ଟାଡିୟମରେ ସୁରକ୍ଷା ନେଇ ସମୀକ୍ଷା କରାଯାଇଥିବା କଟକ ଡିସିପି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଆସନ୍ତା ୬ ତାରିଖ ଅର୍ଥାତ ରବିବାର ଦିନ କଟକ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟାନାଇଡୁ।ସମାଜର ଶହେ ବର୍ଷ ପାଳନ ଅବସରରେ ଯୋଗଦେବେ ଉପରାଷ୍ଟ୍ରପତି।କଟକ ଇଣ୍ଡୋର ଷ୍ଟାଡିଅମ ଠାରେ ସମାଜର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ତେବେ ଉପ ରାଷ୍ଟ୍ରପତି ଙ୍କ ଗ୍ରସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କୁ କଡା କଡା କରାଯିବ।ସେନେଇ ଆଜି ଇଣ୍ଡୋର ଷ୍ଟାଡିଅମ ରେ ସୁରକ୍ଷା ନେଇ ସମୀକ୍ଷା କରାଯାଇଥିବା କଟକ ଡିସିପି କହିଛନ୍ତି।

ବାଇଟ - ଅଖିଲେଶ୍ଵର ସିଂହ, କଟକ ଡିସିପି।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.