ETV Bharat / state

ସ୍ନାନ ପୂର୍ଣ୍ଣିମାରେ ଭକ୍ତଙ୍କ ଦର୍ଶନ ପ୍ରସଙ୍ଗ: ଶୁଣାଣିକୁ ମନା କଲେ ହାଇକୋର୍ଟ - ସ୍ନାନ ପୂର୍ଣ୍ଣିମା ନ୍ୟୁଜ

ସ୍ନାନ ପୂର୍ଣ୍ଣିମାରେ ଭକ୍ତଙ୍କୁ ଦର୍ଶନ କରିବା ଲାଗି ଅନୁମତି ପ୍ରଦାନ କରିବାକୁ ହାଇକୋର୍ଟର ଦ୍ଵାରସ୍ଥ ହୋଇଥିଲେ ବରିଷ୍ଠ ଆଇନଜୀବୀ ଜୟନ୍ତ ବଳ । ତେବେ ହାଇକୋର୍ଟ ଏହି ମାମଲାର ଶୁଣାଣି କରିବାକୁ ମନା କରିଦେଇଛନ୍ତି ।

ସ୍ନାନ ପୂର୍ଣ୍ଣିମାରେ ଭକ୍ତଙ୍କ ଦର୍ଶନ ପ୍ରସଙ୍ଗ: ଶୁଣାଣିକୁ ମନା କଲେ ହାଇକୋର୍ଟ

author img

By

Published : Jun 4, 2020, 10:58 PM IST

କଟକ: ଶୁକ୍ରବାର ସ୍ନାନ ପୂର୍ଣ୍ଣିମା । ତେବେ ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ଭକ୍ତଙ୍କୁ ଦର୍ଶନ କରିବା ଲାଗି ଅନୁମତି ପ୍ରଦାନ କରିବାକୁ ହାଇକୋର୍ଟର ଦ୍ଵାରସ୍ଥ ହୋଇଥିଲେ ବରିଷ୍ଠ ଆଇନଜୀବୀ ଜୟନ୍ତ ବଳ ।

ସ୍ନାନ ପୂର୍ଣ୍ଣିମାରେ ଭକ୍ତଙ୍କ ଦର୍ଶନ ପ୍ରସଙ୍ଗ: ଶୁଣାଣିକୁ ମନା କଲେ ହାଇକୋର୍ଟ

ତେବେ ହାଇକୋର୍ଟ ଏହି ମାମଲାର ଶୁଣାଣି କରିବାକୁ ମନା କରିଦେଇଛନ୍ତି ।ଏନେଇ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କ ଉପରେ ଛାଡି ଦେଇଛନ୍ତି ହାଇକୋର୍ଟ । ତେବେ ହାତରେ ସମୟ ନଥିବାରୁ ହାଇକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.