ETV Bharat / state

22ରେ ମ୍ୟାଚ, ବାରବାଟୀ ବାହାରେ ବେପାରୀ - ବାରବାଟୀ ଦିନିକିଆ

ବାରବାଟୀ ଦିନିକିଆ ପାଇଁ ପ୍ରସ୍ତୁତ ଖେଳାଳି । ବାରବାଟୀ ବାହାରେ ଜର୍ସି ଓ ତ୍ରିରଙ୍ଗା ବିକିବାକୁ ବ୍ୟବସାୟୀଙ୍କ ଗହଳି ।

hawkers selling jersey and national flag, barabati stadium, indian west indies match,  ବାରବାଟୀ ବାହାରେ ବେପାରୀ, ବାରବାଟୀ ଦିନିକିଆ, କଟକ ମ୍ୟାଚ
22ରେ ମ୍ୟାଚ, ବାରବାଟୀ ବାହାରେ ବେପାରୀ
author img

By

Published : Dec 19, 2019, 11:20 PM IST

କଟକ: ଆସନ୍ତା 22 ତାରିଖରେ ବାରବାଟୀରେ ଖେଳାଯିବ ଭାରତ ବନାମ ୱେଷ୍ଟଇଣ୍ଡିଜ ତୃତୀୟ ତଥା ନିର୍ଣ୍ଣାୟକ ଏକ ଦିବସୀୟ ମ୍ୟାଚ। ଗୁରୁବାର ଅଫଲାଇନରେ ଟିକେଟ ବିକ୍ରି ଶେଷ ହୋଇଛି। ତେବେ ମ୍ୟାଚ ପୂର୍ବରୁ ଷ୍ଟାଡିଅମ ବାହାରେ ଲାଗିଲାଣି ମ୍ୟାଚ ଜର୍ସି ବିକ୍ରେତାଙ୍କ ଗହଳି ।

22ରେ ମ୍ୟାଚ, ବାରବାଟୀ ବାହାରେ ବେପାରୀ

କେବଳ ଜର୍ସି ନୁହେଁ ଷ୍ଟାଡିୟମ ପରିସରରେ ଟୋପି, ଜାତୀୟ ପତାକା ଆଦି ନେଇ ବ୍ୟବସାୟୀଙ୍କ ଭିଡ଼ ଜମିଲାଣି। ଜର୍ସିର ମୂଲ୍ୟ 150 ଟଙ୍କା, ଜାତୀୟ ପତାକା 10 ରୁ 20 ଟଙ୍କା, ଟୋପି 80 ରୁ 100 ଟଙ୍କା ଦରରେ ବିକ୍ରି ହେଉଛି । ତେବେ ମ୍ୟାଚ ପର୍ଯ୍ୟନ୍ତ ବ୍ୟବସାୟୀ ମାନେ ବାରବାଟୀରେ ପସରା ମେଲାଇବେ। ଏହାସହ ଭଲ ବ୍ୟବସାୟ ହେବ ବୋଲି ବ୍ୟବସାୟୀ ଆଶା ରଖିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଆସନ୍ତା ୨୨ ତାରିଖରେ ବାରବାଟୀ ରେ ଖେଳାଯିବ ଭାରତ ଓ ଓଷ୍ଟେଇଣ୍ଡିଜ ମଧ୍ୟରେ ତୃତୀୟ ଏକା ଦିବସୀୟ ମ୍ୟାଚ।ଆଜି ଅଫଲାଇନ ରେ ଟିକେଟ ବିକ୍ରି ଶେଷ ହୋଇଛି।ଆସନ୍ତାକାଲି ଉଭୟ ଟିମ ର ଖେଳାଳି ଷ୍ଟାଡିୟମ ରେ ଝାଳ ବୁହାଇବେ।
ତେବେ ଆଜି ଠାରୁ ଷ୍ଟାଡିୟମ ପରିସରରେ ଟି ଶାର୍ଟ, ଟୋପି ,ଜାତୀୟ ପତାକା ବ୍ୟବସାୟୀ ଙ୍କ ଭିଡ଼ ଜମିଲାଣି।ଟି ଶାର୍ଟ ର ମୂଲ୍ୟ ୧୫୦ ଟଙ୍କା ,ଜାତୀୟ ପତାକା ୧୦ ରୁ ୨୦ ଟଙ୍କା,ଟୋପି ୮୦ ରୁ ୧୦୦ ଟଙ୍କା ଦର ରେ ବିକ୍ରି କରିଛନ୍ତି ବ୍ୟବସାୟୀ।ତେବେ ଆସନ୍ତା ୨୨ ତାରିଖ ମ୍ୟାଚ ପର୍ଯ୍ୟନ୍ତ ବ୍ୟବସାୟୀ ମାନେ ବାରବାଟୀ ରେ ପସରା ମେଲାଇବେ।ତେବେ ଭଲ ବ୍ୟବସାୟ ହେବ ବୋଲି ବ୍ୟବସାୟୀ ଆଶା ରଖିଛନ୍ତି।

ବାଇଟ - ବ୍ୟବସାୟୀ।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.