ETV Bharat / state

3ରୁ କଟକରେ ଜାତୀୟ ସ୍ତରୀୟ ବାସ୍କେଟବଲ ପ୍ରତିଯୋଗିତା

author img

By

Published : Sep 1, 2019, 2:59 PM IST

କଟକ ଜବାହରଲାଲ ଇଣ୍ଡୋରରେ ଖେଳାଯିବ ଜାତୀୟ ସବ୍‌ ଜୁନିୟର ବାସ୍କେଟ ବଲ ପ୍ରତିଯୋଗିତା । ଯେଉଁଥିରେ ଓଡ଼ିଶା ସମେତ 26ଟି ରାଜ୍ୟର ଖେଳାଳୀ ଅଂଶଗ୍ରହଣ କରିବେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ପୁଣି ସିଲଭର ସିଟିରେ ଜାତୀୟ ସ୍ତରୀୟ ମ୍ୟାଚ । ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମରେ ଖେଳାଯିବ 46ତମ ଜାତୀୟ ସବ୍‌ ଜୁନିୟର ବାସ୍କେଟ ବଲ ଚମ୍ପିଆନସିପ । ଯେଉଁଥିରେ ଭାଗ ନେବେ 26ଟି ରାଜ୍ୟର1000 ଖେଳାଳୀ ଅଂଶଗ୍ରହଣ କରିବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଏହା ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ସହାୟତାରେ କଟକ ଇଣ୍ଡୋର ଷ୍ଟାଡିୟମରେ ଖେଳାଯିବ । ଚଳିତମାସ 3ରୁ ଆରମ୍ଭ ହୋଇ 9ରେ ଶେଷ ହେବ । ଏନେଇ ଖେଳାଳୀମାନଙ୍କ ରହିବା ପାଇଁ ଉଭୟ କଟକ-ଭୁବନେଶ୍ବରର ହୋଟେଲ ଓ ବାରବାଟୀ ଷ୍ଟାଡିୟମର କମ୍ପ୍ଲେକ୍ସରେ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ରାଜ୍ୟ ବାସ୍କେଟବଲ ଆସୋସିଏସନ । ତେବେ ଏହି ମେଗା ଇଭେଣ୍ଟକୁ କ୍ରୀଡାପ୍ରେମୀ ବେଶ ଉପଭୋଗ କରିବେ ବୋଲି କହିଛନ୍ତି ରାଜ୍ୟ ସମ୍ପାଦକ ଜ୍ଞାନ ରଞ୍ଜନ ପରିଡା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ପୁଣି ସିଲଭରସିଟି ରେ ଜାତୀୟ ସ୍ତରୀୟ ମ୍ୟାଚ। ଜବାହରଲାଲ ଇଣ୍ଡୋର ଷ୍ଟାଡିଅମ ରେ ଖେଳାଯିବ 46ତମ ଜାତୀୟ ସବ ଜୁନିୟର ଚାମ୍ପିୟାନସିପ । ଯେଉଁଥିରେ ଭାଗନେବେ 26 ଟି ରାଜ୍ୟ । 1000 ବାଳିକା ଓ ବାଳକ ଏହି ମେଗା ଗେମ ରେ ଅଂଶଗ୍ରହଣ କରିବେ ।

ଏହା ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ସହାୟତାରେ କଟକ ଇଣ୍ଡୋର ଷ୍ଟାଡିଅମ ରେ ଖେଳାଯିବ । ଏହା ଚଳିତମାସ 3 ରୁ ଆରମ୍ଭ ହୋଇ 9 ତାରିଖ ରେ ଶେଷ ହେବ । ଖେଳାଳି ମାନଙ୍କ ରହିବା ପାଇଁ ଉଭୟ କଟକ ଭୁବନେଶ୍ୱର ରେ ହୋଟେଲ ଓ ବାରଵାଟି ଷ୍ଟାଡିଅମ ର କମ୍ପ୍ଲେକସ ର ବ୍ୟବସ୍ତା କରିଛି ରାଜ୍ୟ ବାସ୍କେଟବଲ ଆସୋସିଏସନ ।ତେବେ ଏହି ମେଗା ଇଭେଣ୍ଟ କୁ କ୍ରୀଡ଼ାପ୍ରେମୀ ବେଶ ଉପଭୋଗ କରିବେ ବୋଲି କହିଛନ୍ତି ରାଜ୍ୟ ସମ୍ପାଦକ ଜ୍ଞାନ ରଞ୍ଜନ ପରିଡା ।

Body:ବାଇଟ: ଜ୍ଞାନ ରଞ୍ଜନ ପରିଡା( ରାଜ୍ୟ ସମ୍ପାଦକ)

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.