ETV Bharat / state

SCBରେ ପ୍ରଥମ 'ସ୍ବାଇନ ଫ୍ଲୁ' ରୋଗୀ ଚିହ୍ନଟ - କଟକ ଖବର

କଟକ ଏସସିବି ମେଡିକାଲରେ ପ୍ରଥମ 'ସ୍ବାଇନ ଫ୍ଲୁ' ରୋଗୀ ଚିହ୍ନଟ । ରକ୍ତ ପରୀକ୍ଷା ପରେ ପଜେଟିଭ୍‌ ଥିବା ସୂଚନା । ଅଧିକ ପଢନ୍ତୁ...

TC_FIRST SWINE FLU PATIENT IDENTIFIED
SCBରେ ପ୍ରଥମ 'ସ୍ବାଇନ ଫ୍ଲୁ' ରୋଗୀ ଚିହ୍ନଟ
author img

By

Published : Feb 6, 2020, 9:43 PM IST

କଟକ: କୋରୋନା ପରେ ଏବେ ସ୍ବାଇନ ଫ୍ଲୁ ଆତଙ୍କ । ଏହି କ୍ରମରେ କଟକ ଏସସିବି ମେଡିକାଲରେ ପ୍ରଥମ 'ସ୍ବାଇନ ଫ୍ଲୁ' ରୋଗୀ ଚିହ୍ନଟ । ରକ୍ତ ପରୀକ୍ଷା ପଜେଟିଭ୍‌ ଥିବା ସୂଚନା । ସ୍ବାଇନ ଫ୍ଲୁ ସଂକ୍ରମଣରେ ଚିହ୍ନଟ ରୋଗୀ ଜଣକ ଜଗତସିଂହପୁରର ବୋଲି ଜଣାପଡିଛି ।

SCBରେ ପ୍ରଥମ 'ସ୍ବାଇନ ଫ୍ଲୁ' ରୋଗୀ ଚିହ୍ନଟ

ରୋଗୀ ଜଣକ ସ୍ବାଇନ ଫ୍ଲୁ ରୋଗରେ ଆକ୍ରାନ୍ତ ହୋଇ ପ୍ରଥମେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତ 2 ତାରିଖରେ ତାଙ୍କୁ ଏସସିବି ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କର ରକ୍ତ ନମୂନା ପଜେଟିଭ୍‌ ଆସିବା ପରେ ତାଙ୍କୁ ଏସସିବି ମେଡିକାଲର ସ୍ବାଇନ ଫ୍ଲୁର ସ୍ବତନ୍ତ୍ର ବିଭାଗରେ ରଖାଯାଇଛି । ପଲ୍ୟୁମୁନାରୀ ବିଭାଗର ବିଭାଗୀୟ ମୁଖ୍ୟ ତାଙ୍କର ଚିକିତ୍ସା କରୁଛନ୍ତି । ବର୍ତ୍ତମାନ ରୋଗୀ ଜଣକର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ନେଇ ଏସସିବି ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକରେ ସ୍ୱାଇନଫ୍ଲୁ ରୋଗୀ।ରୋଗୀ ଜଣକ ଜଗତସିଂହପୁର ଅଞ୍ଚଳର।ରୋଗୀ ଜଣକ ସ୍ୱାଇନ ଫ୍ଲୁ ରୋଗରେ ଆକ୍ରାନ୍ତିତ ହୋଇ ଆପୋଲ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ।୨ ତାରିଖରେ ତାଙ୍କୁ ଏସସିବି କୁ ସ୍ଥାନାନ୍ତର କରାଯାଇଥିଲା।ତେବେ ରକ୍ତନମୁନା ପଜେଟିଭ ବାହାରିବା ପରେ ତାଙ୍କୁ ଏସସିବି ସ୍ୱାଇନ ଫ୍ଲୁ ର ସ୍ୱତନ୍ତ୍ର ବିଭାଗ ରେ ରଖାଯାଇଛି।ପଲ୍ୟୁମନାରୀ ବିଭାଗର ବିଭାଗୀୟ ମୁଖ୍ୟ ତାଙ୍କର ଚିକିତ୍ସା କରୁଛନ୍ତି।ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଏସସିବି ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି।

ବାଇଟ - ଡାକ୍ତର ଭୁବନାନନ୍ଦ ମହାରଣା, ଜରୁରୀକାଳୀନ ଅଧିକାରୀ ଏସସିବି।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.