ETV Bharat / state

ମାଲଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ମୂଲ୍ୟର ଖାଇବାତେଲ ନଷ୍ଟ

author img

By

Published : Aug 15, 2019, 11:27 PM IST

କଟକ ମାଲଗୋଦାମର ଏକ ଖାଇବା ତେଲ ଗୋଦାମରେ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ। କାରଣ ଅସ୍ପଷ୍ଟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ସିଲଭର ସିଟିରେ ଅଗ୍ନିକାଣ୍ଡ । ସହରର ମାଲଗୋଦାମରେ ଥିବା ଏକ ଖାଇବା ତେଲ ଗୋଦାମରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସେପଟେ ଗୋଦାମରେ ଥିବା ସମସ୍ତ ଖାଇବା ତେଲ ନଷ୍ଟ ହୋଇଥିବା ଜଣାପଡିଛି । ତେବେ ଗୁରୁବାର ବଜାର ବନ୍ଦ ଥିବାରୁ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ । ଘଟଣା ସମ୍ପର୍କରେ ଅଗ୍ନିଶମ ବିଭାଗକୁ ସୂଚନା ମିଳିବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଖାଇବା ତେଲ ନଷ୍ଟ ହୋଇଥିବା ଜଣାପଡ଼ିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକ ମାଲଗୋଦାମ ରେ ଥିବା ଏକ ଖାଇବା ତେଲ ଗୋଦାମରେ ଅଗ୍ନିକାଣ୍ଡ ।ଅଗ୍ନିକାଣ୍ଡର କାରଣ ଜଣା ପଡ଼ି ନ ଥିଲେବି,ଗୋଦାମରେ ଥିବା ସମସ୍ତ ଖାଇବା ତେଲ ନଷ୍ଟ ହୋଇଥିବା ଜଣାପଡିଛି।ତେବେ ଆଜି ବଜ଼ାର ବନ୍ଦ ଥିବାରୁ ଅଗ୍ନିକାଣ୍ଡ ର କାରଣ ଜଣା ପଡ଼ିନାହିଁ।ଅଗ୍ନିଶମ ବିଭାଗ ପହଞ୍ଚି
ନିଆଁ କୁ ଆୟତ୍ତ କରିଛନ୍ତି।ତେବେ ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଖାଇବା ତେଲ ନଷ୍ଟ ହୋଇଥିବା ଜଣାପଡ଼ିଛି।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.