ETV Bharat / state

ଅଗ୍ନିକାଣ୍ଡରେ ଜଳିପୋଡି ପାଉଁଶ ହୋଇଗଲା ଘର - ଅଗ୍ନିକାଣ୍ଡରେ ପାଉଁଶ ହୋଇଗଲା ଘର

କଟକ ଜିଲ୍ଲା ମାହାଙ୍ଗା ରାମକାପୁର ଗ୍ରାମରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଗ୍ରାମର ରବୀନ୍ଦ୍ର ବେହେରା ଓ ମିଟୁନା ବେହେରାଙ୍କ ୩ବଖରା ଘର ଓ ଏକ ଗୁହାଳ ଜଳିପୋଡି ନଷ୍ଟ ହୋଇଯାଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ
author img

By

Published : Oct 10, 2019, 4:03 AM IST

କଟକ: ଜିଲ୍ଲା ମାହାଙ୍ଗା ରାମକାପୁର ଗ୍ରାମରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଗ୍ରାମର ରବୀନ୍ଦ୍ର ବେହେରା ଓ ମିଟୁନା ବେହେରାଙ୍କ ୩ବଖରା ଘର ଓ ଏକ ଗୁହାଳ ଜଳିପୋଡି ନଷ୍ଟ ହୋଇଯାଇଛି । ଘରର ସମସ୍ତ ଆସବାବପତ୍ର ସହ ଧାନ ଚାଉଳ ସବୁ ନଷ୍ଟ ହୋଇଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ଏହି ଅଗ୍ନିକାଣ୍ଡରେ ଜଣେ ମହିଳା ଓ ଦୁଇଟି ଗାଈ ଆହାତ ହୋଇଥିବା ଜଣାପଡିଛି । ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ କୁଆଁପାଳ ଅଗ୍ନିଶମ ବିଭାଗ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:
କଟକ ଜିଲ୍ଲା ମାହାଙ୍ଗା ରାମକାପୁର ଗ୍ରାମରେ ଅଗ୍ନିକାଣ୍ଡ।ଅଗ୍ନିକାଣ୍ଡରେ ଗ୍ରାମର ରବୀନ୍ଦ୍ର ବେହେରା ଓ ମିଟୁନା ବେହେରାଙ୍କ ୩ବଖରା ଘର ଓ ଏକ ଗୁହାଳ ଜଳି ନଷ୍ଟ ହୋଇଯାଇଛି। ଘରର ସମସ୍ତ ଆସବାବପତ୍ର ଧାନ ଚାଉଳ ସବୁ ନଷ୍ଟ ହୋଇଯାଇଛି। ଜଣେ ମହିଳା ଓ ଦୁଇ ଟି ଗାଈ ଆହାତ ହୋଇଛନ୍ତି।ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଥିବା ଅନୁମାନ କରାଯାଉଛି। ଘଟଣା ସ୍ଥଳରେ କୁଆଁପାଳ ଅଗ୍ନିଶମ ବିଭାଗ ଗାଡି ପହଂଚି ନିଆଁ କୁ ଆୟତ କରିଛି।Body:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.