ETV Bharat / state

ପୋଲିସ ତଣ୍ଡ କାଟି ବେଦମ , ମାନୁନାହାନ୍ତି ଅଭ୍ୟାସଗତ ଅମାନିଆ

author img

By

Published : Jun 17, 2020, 2:53 AM IST

କଟକ ସହରରେ ସଟଡାଉନ ପରେ ମଧ୍ୟ ସମାନ ସ୍ଥିତି ଲୋକେ କୋଭିଡ ଗାଇଡ ଲାଇନ ମାନୁନଥିବା ଦେଖିବାକୁ ମିଳିଛି । ସୁଧୁରୁ ନାହାନ୍ତି ଅଭ୍ୟାସଗତ ଅମାନିଆ ।

fine-collection-by-cuttack-police
ପୋଲିସ ତଣ୍ଡ କାଟି ବେଦମ , ମାନୁନାହାନ୍ତି ଅଭ୍ୟାସଗତ ଅମାନିଆ

କଟକ: ପୋଲିସ ତଣ୍ଡ କାଟି ବେଦମ , ସୁଧୁରୁ ନାହାନ୍ତି ଅଭ୍ୟାସଗତ ଅମାନିଆ । କଟକ ସହରରେ ସଟଡାଉନ ପରେ ମଧ୍ୟ ସମାନ ସ୍ଥିତି ଲୋକେ କୋଭିଡ ଗାଇଡ ଲାଇନ ମାନୁନଥିବା ଦେଖିବାକୁ ମିଳିଛି ।

ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ଏତେ ଥର କହିଲା ପରେ ମଧ୍ୟ କଟକରେ ଚାଲିଛି ଅମାନିଆଙ୍କ ରାଜ । ଯାହା ପାଇଁ ଫାଇନ ମଧ୍ୟ ଗଣୁଛନ୍ତି । ଆଜି ବିନା ମାସ୍କରେ 278 ଜଣ ଫାଇନ ଗଣିଥିଲା ବେଳେ ସାମଜିକ ଦୂରତ୍ବ ନିୟମ ଉଲ୍ଲଙ୍ଘନ କରି 221 ଜଣ ତଣ୍ଡ ଗଣିଛନ୍ତି । ତେବେ ଲାଗୁଛି କୋରୋନା ପାଇଁ ନାହିଁଚିନ୍ତା ।

କଟକରୁ ପ୍ରଭୂକଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.