ETV Bharat / state

ମିଲର ନେଉନି ଧାନ, ରାଜରାସ୍ତାକୁ ଓହ୍ଲାଇବାକୁ ଚାଷୀଙ୍କ ଧମକ

author img

By

Published : Feb 7, 2022, 1:44 PM IST

ସରିବାକୁ ବସିଲାଣି ଫେବୃଆରୀ କିନ୍ତୁ ମଣ୍ଡିରୁ ଧାନ ଉଠାଉନି ମିଲର । ମିଲରଙ୍କ ମନମାନି ପାଇଁ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକର ଭିଙ୍ଗାରପୁର ଓ ବେଣ୍ଟପୁର ପଞ୍ଚାୟତରେ ଚାଷୀ ସମସ୍ୟା ଭୋଗୁଛନ୍ତି । ଅଧିକ ପଢନ୍ତୁ

ମିଲର ଉଠାଉନାହିଁ ଧାନ, ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚାଷୀଙ୍କ ଧମକ

ନିଆଳି: ଫେବୃଆରୀ ମାସ ଅଧା ହେବାକୁ ବସିଲାଣି ଖୋଲୁନି ମଣ୍ଡି । ଖୋଲା ଆକାଶ ତଳେ ପଡ଼ି ରହିଛି ଧାନ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକର ଭିଙ୍ଗାରପୁର ଓ ବେଣ୍ଟପୁର ପଞ୍ଚାୟତରେ ଚାଷୀଙ୍କ ମଣ୍ଡି ଖୋଲି ନଥିବାରୁ ଅନେକ ସମସ୍ୟା ଭୋଗୁଛନ୍ତି ଲୋକେ । ସରକାର ଓ ମିଲରଙ୍କ ମନମାନି ଯୋଗୁଁ ବର୍ଷକର ଧାନ ଫସଲ ବିକ୍ରି କରିନପାରି ହତାଶ ହୋଇପଡିଛନ୍ତି ।

ଅନ୍ୟପଟେ ବାତ୍ୟା ଜଓ୍ବାଦ ପ୍ରଭାବରେ ବହୁତ ଚାଷ ଜମିରେ ଧାନ ଫସଲ ନଷ୍ଟ ହୋଇଯାଇଛି । ଆଉ ଯେତିକି ବର୍ଷା ଦାଉରୁ ଅମଳ କରି ମଣ୍ତିକୁ ଆଣିଛି ତାହା ବିକ୍ରି କରିପାରୁନି ଚାଷୀ । ମିଲର୍ସ ଏହି ଧାନକୁ ନେଉ ନଥିବା ଅଭିଯୋଗ ଆଣିଛନ୍ତି ଚାଷୀ । ଆଉ ଯେତିକି ବର୍ଷା ଦାଉରୁ ଅମଳ କରି ମଣ୍ତିକୁ ଆଣିଛି ତାହା ବିକ୍ରି କରିପାରୁନି ଚାଷୀ । ମିଲର୍ସ ଏହି ଧାନକୁ ନେଉ ନଥିବା ଅଭିଯୋଗ ଆଣିଛନ୍ତି ଚାଷୀ । ସରକାର ଓ ମିଲରଙ୍କ ଫନ୍ଦିରେ ବଳି ପଡୁଛନ୍ତି ହଜାର ହଜାର ଧାନ ଚାଷୀ। ଆଗକୁ ପଞ୍ଚାୟତ ନିର୍ବାଚନ ରହିଥିବା ବେଳେ ନିର୍ବାଚନ ପୂର୍ବରୁ ଗାଁରୁ ଧାନ ନ ଉଠିଲେ ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇବ ନେଇ ଧମକ ଦେଇଛନ୍ତି ଚାଷୀ ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.