ETV Bharat / state

କିଏ ନେଲା ମ୍ୟାଚ ଟିକେଟ ? 9 ତାରିଖରେ ଉଠିବ ରହସ୍ୟ - ଅଧ ଘଣ୍ଟାରେ ଟିକେଟ ବିକ୍ରି

ଅନଲାଇ ଟିକେଟ ବୁକିଂକୁ ନେଇ ପ୍ୟାନ୍ସଙ୍କ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ । ଅଧଘଣ୍ଟା ମଧ୍ୟରେ କିପରି ଟିକେଟ ବିକ୍ରି ହେଲା ସେନେଇ ଉଠାଇଲେ ପ୍ରଶ୍ନ । ଅଧିକ ପଢ଼ନ୍ତୁ...

fans disappointed, match tickets sold in half an hour, barabati match tickets, india vs west indies, ଅନଲାଇନ ଟିକେଟ ବୁକିଂ, ଅଧ ଘଣ୍ଟାରେ ଟିକେଟ ବିକ୍ରି, ବାରାବାଟି ମ୍ୟାଚ
କିଏ ନେଇ ଗଲା ମ୍ୟାଚ ଟିକେଟ! 9 ତାରିଖ ରେ ଉଠିବ ରହସ୍ୟ
author img

By

Published : Dec 7, 2019, 8:28 PM IST

କଟକ: ଅନଲାଇନ ଟିକେଟ ବୁକିଂକୁ ନେଇ ଲାଗିରହିଛି କେଁ । ଯେଉଁପରି ଭାବରେ ଅଧ ଘଣ୍ଟା ମଧ୍ୟରେ ସମସ୍ତ ଟିକେଟ ଗାୟବ ହେଲା ତାକୁ ନେଇ ନିରାଶ ହୋଇଛନ୍ତି କ୍ରୀଡା ପ୍ରେମୀ । କାରଣ ସମସ୍ତେ ଚାହିଁ ରହିଥିଲେ 5 ତାରିଖକୁ । କିନ୍ତୁ ସର୍ଭର ଜାମ ଯୋଗୁ ବିଳମ୍ବରେ ୱେବ ସାଇଟ ଖୋଲିଥିଲା । ଆଉ ଆଖି ପିଛୁଲାକେ ଟିକେଟ ଗାଏବ ହୋଇଯାଇଥିଲା ।

କିଏ ନେଇ ଗଲା ମ୍ୟାଚ ଟିକେଟ! 9 ତାରିଖ ରେ ଉଠିବ ରହସ୍ୟ

ଅଧଘଣ୍ଟାରେ ଟିକେଟ ସରିବାକୁ ନେଇ ଫ୍ୟାନ୍ସ ମାନେ ପ୍ରଶ୍ନ କରିଥିଲେ ଯେ ଏତେ ଶୀଘ୍ର ଟିକେଟ ବୁକିଂ ହେଲା କେମିତି । ତେବେ ଏହି ସମସ୍ତ ପ୍ରଶ୍ନର ଉତ୍ତର ଆସନ୍ତା 9 ତାରିଖରେ ସମ୍ନାକୁ ଆସିବ । ଟିକେଟ କମ୍ପାନୀ ସହ ଆଲୋଚନା ପରେ ସମସ୍ତ ତଥ୍ୟ ଓସିଏ ପାଖରେ ରହିଛି । କିଏ କିଏ ବୁକିଂ କରିଛନ୍ତି ଟିକେଟ । ସବୁ କିଛି ତଥ୍ୟ 9 ତାରିଖରେ ସମ୍ନାକୁ ଆସିବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଅନଲାଇନ ଟିକେଟ ବୁକିଂ କୁ ନେଇ ଲାଗିରହିଚି କେଁ ।ଯେଉଁପରି ଭାବରେ ଅଧ ଘଣ୍ଟା ସମୟରେ ସମସ୍ତ ଟଟିକେଟ ଗାୟବ ହେଲା ତାକୁ ନେଇ ନିରାଶ ହୋଇଛନ୍ତି କ୍ରୀଡା ପ୍ରେମୀ । କାରଣ ସମସ୍ତେ ଚାହିଁ ରହିଥିଲେ 5 ତାରିଖ କୁ । କିନ୍ତୁ ସର୍ଭର ଜାମ ଯୋଗୁ ବିଳମ୍ବ ରେ ୱେବ ସାଇଟ ଖୋଲିଥିଲା । ଆଉ ଆଖି ପିଛୁଲାକେ ଟିକେଟ ଗାୟବ ହୋଇଯାଇଥିଲା । ଯାହାକୁ ନେଇ ଫ୍ୟାନ୍ସ ମାନେ ପ୍ରଶ୍ନ କରିଥିଲେ କି ଏତେ ଶୀଘ୍ର ଟିକେଟ ବୁକିଂ ହେଲା କମିତି ।

ତେବେ ଏହି ସମସ୍ତ ର ପ୍ରଶ୍ନ ଆସନ୍ତା 9 ତାରିଖ ରେ ସମ୍ନା କୁ ଆସିବ । ଟିକେଟ କମ୍ପାନୀ ସହ ଆଲୋଚନା ପରେ ସମସ୍ତ ତଥ୍ୟ ଓସିଏ ପାଖରେ ରହିଛି । କିଏ କିଏ ବୁକିଂ କରିଛନ୍ତି ଟିକେଟ । ସବୁ କିଛି ତଥ୍ୟ 9 ତାରିଖରେ ସମ୍ନା କୁ ଆସିବ ।

Body:ବାଇଟ: ସଞ୍ଜୟ ବେହେରା( ଓସିଏ ସମ୍ପାଦକ)

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.