ETV Bharat / state

କୋଭିଡ କଟକଣାରେ ସରିଲା ଦୋଳ ପୂର୍ଣ୍ଣିମା - କୋଭିଡ କଟକଣାରେ ସରିଲା ଦୋଳ ପୂର୍ଣ୍ଣିମା

କୋଭିଡ କଟକଣା ମଧ୍ୟରେ ସମ୍ପୂର୍ଣ୍ଣ ହୋଇଛି ଦୋଳ ପୂର୍ଣ୍ଣିମା । 72 କୀର୍ତ୍ତନ ମଣ୍ଡଳୀ ପକ୍ଷରୁ ଆୟୋଜିତ ଏହି ମେଲଣ ଆଜି ସମାପ୍ତ ଦୋଇଛି । ଅଧିକ ପଢନ୍ତୁ...

କୋଭିଡ କଟକଣାରେ ସରିଲା ଦୋଳ ପୂର୍ଣ୍ଣିମା
କୋଭିଡ କଟକଣାରେ ସରିଲା ଦୋଳ ପୂର୍ଣ୍ଣିମା
author img

By

Published : Mar 28, 2021, 3:20 PM IST

କଟକ: କୋଭିଡ କଟକଣା ମଧ୍ୟରେ ସମ୍ପୂର୍ଣ୍ଣ ହୋଇଛି ଦୋଳ ପୂର୍ଣ୍ଣିମା । 72 କୀର୍ତ୍ତନ ମଣ୍ଡଳୀ ପକ୍ଷରୁ ଆୟୋଜିତ ଏହି ମେଲଣ ଆଜି ସମାପ୍ତ ଦୋଇଛି ।

କୋଭିଡ କଟକଣାରେ ସରିଲା ଦୋଳ ପୂର୍ଣ୍ଣିମା

ପାଞ୍ଚଦିନ ଧରି 72 ମଠ ବଢେଇ ସାହିରେ ପାଞ୍ଚ ଦିନ ଧରି ଚାଲଥିଲା ଏହି ମେଳଣ । ଯାହାର ଭରପୁର ଆନନ୍ଦ ଉଠାଇଥିଲେ କଟକବାସୀ । କଟକର 4 ଦିଗ ଭାଗ 25, 22, 19 ଓ 16ର ଚାରି ଦିଗ ଠାକୁର ଉପସ୍ଥିତ ହୋଇଥିଲେ । ସମସ୍ତ ପୂଜା ରିତିନିତୀ ଅନୁସାରେ କରାଯାଇଥିଲା । ବେଶ ଆନନ୍ଦର ସହିତ ପାଳିତ ହୋଇଛି ଉତ୍ସବ ।

1000ବର୍ଷର ଐତିହ ସହର କଟକର ପ୍ରତିଟି ଉତ୍ସବ ବେଶ ଆନନ୍ଦରେ ପାଳିତ ହୁଏ । ଚଳିତ ବର୍ଷ କୋଭିଡ ପାଇଁ ସାମାନ୍ୟ ଫିକା ପଡିଥିଲେ ବି କୋଭିଡ ନିୟମମାନି ଦୋଳ ପୂର୍ଣ୍ଣିମା ଶାନ୍ତି ଶୃଙ୍ଗଳାର ସହିତ ସମାପନ ହୋଇଛି ବୋଲି କହିଛନ୍ତି 72 କୀର୍ତ୍ତନ ମଣ୍ଡଳୀ ଆବାହକ ଦେବେନ୍ଦ୍ର ନାଥ ସାହୁ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.