ETV Bharat / state

ଚିନ୍ତା ବଢ଼ାଉଛି ଡେଙ୍ଗୁ, ଏସସିବିରେ ସଂଖ୍ୟା ବୃଦ୍ଧି

ଏସସିବିରେ ବଢି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ପୁଣି 31ଟି ପଜିଟିଭ ରକ୍ତ ନମୁନା ସଂଗ୍ରହ ।

ଫାଇଲ ଫଟୋ
author img

By

Published : Oct 31, 2019, 4:11 AM IST

କଟକ: ପୁଣି 4ଜଣ ଡେଙ୍ଗୁ ରୋଗୀ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ବୁଧବାର ଏସସିବିରେ ୮୯ ଟି ରକ୍ତନମୁନା ପରୀକ୍ଷା କରାଯାଇଥିବାବେଳେ ୩୧ ଟି ପଜେଟିଭ ଥିବା ଜଣାପଡିଛି। ସେଥି ମଧ୍ୟରୁ କଟକରୁ ୬ ଜଣ ,ଯାଜପୁରରୁ ୫ ଜଣ , ଜଗତସିଂହପୁରରୁ ୨ଜଣ, ଭଦ୍ରକରୁ ୩ ଜଣ, ବାଲେଶ୍ୱରରୁ ୭ ଜଣ, କେନ୍ଦ୍ରାପଡ଼ାରୁ ୪ ଜଣ, ନୟାଗଡ଼, ପୁରୀ, ଅନୁଗୁଳରୁ ଜଣେ ଲେଖାଏଁ ଡେଙ୍ଗୁରୋଗୀଙ୍କର ରକ୍ତନମୁନା ପଜେଟିଭ ଥିବା ଜଣାପଡିଛି।

କଟକରୁ ଯେଉଁ ୬ ଜଣ ଡେଙ୍ଗୁରୋଗୀ ଅଛନ୍ତି, ସେଥିମଧ୍ୟରୁ ଡମପଡା, ନିଆଳି, ଭୀମରାଜପୁର, ମାନପୁର, ଗଣକା ଓ ପାଚିଗର ଅଞ୍ଚଳରୁ ଜଣେ ଲେଖାଏଁ ଡେଙ୍ଗୁରୋଗୀ ଚିହ୍ନଟ କରାଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ରାଜ୍ୟରେ ଧୀରେ ଧୀରେ କାୟାବିସ୍ତାର କରୁଛି ଡେଙ୍ଗୁ।ଏସସିବି ରେ ବଢୁଛି ଡେଙ୍ଗୁରୋଗୀ ଙ୍କ ସଂଖ୍ୟା।ଆଜି ଏସସିବି ଡେଙ୍ଗୁୱାର୍ଡ ରେ ୬୮ ଜଣ ଡେଙ୍ଗୁରୋଗୀ ଚିକିତ୍ସିତ ହେଉଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଡେଙ୍ଗୁ ଆଇସିୟୁ ରେ ଭର୍ତ୍ତି ହୋଇଛନ୍ତି।ଆଜି ଏସସିବିରେ ୮୯ ଟି ରକ୍ତନମୁନା ପରୀକ୍ଷା କରାଯାଇଥିବାବେଳେ ୩୧ ଟି ପଜେଟିଭ ଥିବା ଜଣାପଡିଛି।ସେଥିରୁ କଟକ ରୁ ୬ ଜଣ ,ଯାଜପୁର ରୁ ୫ ଜଣ ,ଜଗତସିଂହପୁର ରୁ ୨ଜଣ,ଭଦ୍ରକ ରୁ ୩ ଜଣ,ବାଲେଶ୍ୱର ରୁ ୭,କେନ୍ଦ୍ରାପଡ଼ାରୁ ୪ ଜଣ,ନୟାଗଡ଼,ପୁରୀ, ଅନୁଗୁଳ ରୁ ଜଣେ ଲେଖାଏଁ ଡେଙ୍ଗୁରୋଗୀ ଙ୍କର ରକ୍ତନମୁନା ପଜେଟିଭ ଥିବା ଜଣାପଡିଛି। କଟକରୁ ଯେଉଁ ୬ ଜଣ ଡେଙ୍ଗୁରୋଗୀ ଅଛନ୍ତି ସେଥିରୁ ଡମପଡା,ନିଆଳି,ଭୀମରାଜପୁର,ମାନପୁର,ଗଣକା,ଓ ପାଚିଗର ଅଞ୍ଚଳ ରୁ ଜଣେ ଲେଖାଏଁ ଡେଙ୍ଗୁରୋଗୀ ଚିହ୍ନଟ କରାଯାଇଛି।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.