ETV Bharat / state

କଫି ସେଣ୍ଟର ଛାତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

author img

By

Published : Aug 4, 2022, 6:55 PM IST

କଟକ ଜିଲ୍ଲା ସିଡ଼ିଏ ୯ନଂ ସ୍ଥିତ ଏକ କଫି ସେଣ୍ଟର ଛାତ ଉପରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ

କଫି ସେଣ୍ଟର ଛାତରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିବାର ଆଣିଲା ସାଙ୍ଘାତିକ ଅଭିଯୋଗ

କଟକ: ଜିଲ୍ଲାର ସିଡିଏ ୯ ନଂରେ ଥିବା ଏକ କଫି ସେଣ୍ଟର ଛାତ ଉପରେ ଯୁବକଙ୍କ ଆତ୍ମହତ୍ୟା । ବେକରେ ଗାମୁଛା ଲଗାଇ ଯୁବକ ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ଯୁବକଙ୍କୁ ମାନସିକ ନିର୍ଯାତନା ଦେଉଥିବା ହୋଇଛି ଅଭିଯୋଗ ।

କଫି ସେଣ୍ଟର ଛାତରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଯୁବକ ଜଣକ ହେଉଛନ୍ତି ସାଇଲୋ ଗୋବିନ୍ଦପୁରର ସନ୍ଦୀପ ପାତ୍ର । କିଛି ଦିନ ହେବ ଯୁବକ ଜଣକ କଫି ସେଣ୍ଟରରେ କାମ କରୁଥିଲେ । ତାଙ୍କୁ କଫି ସେଣ୍ଟରରେ ଦରମା ଦିଆଯାଉନଥିବା ସହ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡ଼ିକାଲକୁ ପଠାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.