ETV Bharat / state

କଟକ ଟ୍ରିପଲ ମର୍ଡରର ପର୍ଦ୍ଦାଫାଶ, ସାଇକୋ କିଲର ଗିରଫ - cuttack triple murder case

କଟକ ଟ୍ରିପଲ ମର୍ଡର କେସର ଅଭିଯୁକ୍ତ ଗିରଫ । ଓଏମପିରେ ହୋଇଥିବା 2ଟି ହତ୍ୟାକାଣ୍ଡରେ ସମ୍ପୃକ୍ତ ନାରାୟଣ । ରାଣୀହାଟ ହତ୍ୟାକାଣ୍ଡର ହତ୍ୟାକାରୀକୁ ଖୋଜୁଛି ପୋଲିସ ।

ଅଭିଯୁକ୍ତ
author img

By

Published : Aug 1, 2019, 8:17 PM IST

କଟକ: ସାଇକୋ କିଲର ଟ୍ରିପଲ ମର୍ଡର ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ହେଉଛନ୍ତି ନାରାୟଣ ସାହୁ। ଗତ 23 ତାରିଖରେ ଓଏମପି ଛକ ନିକଟରେ 2 ଜଣକୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିଲା ନାରାୟଣ । ତେବେ ପ୍ରତିଶୋଧ ପରାୟଣ ହୋଇ ନାରାୟଣ ସେମାନଙ୍କୁ ଶୋଇଥିବା ସମୟରେ ହତ୍ୟା କରିଥିଲା ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି ସୂଚନା ଦେଇଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନା ଯୋଗ୍ୟ, କଟକରେ 24 ଘଣ୍ଟାରେ 3 ଶ୍ରମିକଙ୍କୁ ହତ୍ୟାକାଣ୍ଡ ପରେ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୋଲିସ ଜାଲ ବିଛାଇ ଥିଲା। ଜଣେ ଅତିରିକ୍ତ ଏସପି ଓ ଜଣେ ଡିଏସପିଙ୍କ ନେତୃତ୍ବରେ ଏକ ଟିମ ଗଠନ କରିଥିଲା ପୋଲିସ । ତେବେ ଅଭିଯୁକ୍ତ ନାରାୟଣଙ୍କୁ ଅଟକ ରଖି ବିଭିନ୍ନ ତଦନ୍ତ କରିଥିଲା ପୋଲିସ । ଆଜି ସକାଳୁ ଅଭିଯୁକ୍ତଙ୍କୁ ହତ୍ୟାକାଣ୍ଡ ସ୍ଥାନକୁ ନେଇ ହତ୍ୟାକାଣ୍ଡ ରେ ବ୍ୟବହୃତ ହୋଇଥିବା ସାମଗ୍ରୀକୁ ଜବତ କରିଥିଲା।

ଓଏମପିରେ ହୋଇଥିବା 2 ଟି ହତ୍ୟାକାଣ୍ଡରେ ସେ ସମ୍ପୃକ୍ତ ଥିବା ନେଇ ପୋଲିସ ଆଗରେ ସ୍ବୀକାର କରିଛି । ତେବେ ରାଣୀହାଟ ରେ ହୋଇଥିବା ହତ୍ୟାକାଣ୍ଡରେ ସେ ସମ୍ପୃକ୍ତ ଅଛି କି ନାହିଁ ପୋଲିସକୁ କୌଣସି ପ୍ରମାଣ ମିଳିପାରିନାହିଁ। ଏଥିପାଇଁ ନାରାୟଣ କୁ ରିମାଣ୍ଡରେ ଆଣି ପଚରା ଉଚରା କରି ତଦନ୍ତ କରାଯିବ ବୋଲି ଡିସିପି କହିଛନ୍ତି । ତେବେ ଆଜି ଅଭିଯୁକ୍ତ କୁ ଗିରଫ କରାଯିବା ସହ କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତ ହତ୍ୟାକାଣ୍ଡରେ ବ୍ୟବହାର କରିଥିବା ଏକ ଟାଙ୍ଗିଆକୁ ପୋଲିସ ଜବତ କରିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକରେ ଟ୍ରିପଲ ମର୍ଡର ଘଟଣାରେ ଅଭିଯୁକ୍ତ ଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ହେଉଛନ୍ତି ନାରାୟଣ ସାହୁ।ଗତ 23 ତାରିଖରେ ଓଏମପି ଛକ ନିକଟରେ 2 ଜଣକୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିଲା ନାରାୟଣ ।ଓଏମପି ରେ ରହିବାକୁ ନେଇ ନାରାୟଣ ଙ୍କ ସହ ପୂର୍ବରୁ ବିବାଦ ହୋଇଥିଲା।ତେବେ ଏହାର ପ୍ରତିଶୋଧ ନେବାକୁ ଯାଇ ସେମାନେ ଶୋଇଥିବା ସମୟରେ ନାରାୟଣ ସେମାନଙ୍କୁ ହତ୍ୟା କରିଥିଲା ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି ସୂଚନା ଦେଇଛନ୍ତି।
ସୂଚନା ଯୋଗ୍ୟ କଟକରେ 24 ଘଣ୍ଟାରେ 3 ଶ୍ରମିକ ଙ୍କୁ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଙ୍କୁ ଗିରଫ ପାଇଁ ପୋଲିସ ଜାଲ ବିଛାଇ ଥିଲା।ଜଣେ ଅତିରିକ୍ତ ଏସ୍ପି ଓ ଜଣେ ଡିଏସ୍ପି ଙ୍କ ନେତୃତ୍ୱରେ ଏକ ଟିମ ଗଠନ କରିଥିଲା ପୋଲିସ।ତେବେ ଅଭିଯୁକ୍ତ ନାରାୟଣ ଙ୍କୁ ଅଟକ ରଖି ବିଭିନ୍ନ ଦିଗ ଉପରେ ତଦନ୍ତ କରିଥିଲା ପୋଲିସ।ତେବେ ଆଜି ସକାଳୁ ଅଭିଯୁକ୍ତ ଙ୍କୁ ହତ୍ୟାକାଣ୍ଡ ସ୍ଥାନକୁ ନେଇ ହତ୍ୟାକାଣ୍ଡ ରେ ବ୍ୟବର୍ହୃତ ହୋଇଥିବା ସାମଗ୍ରୀ କୁ ଜବତ କରିଥିଲା।ଓଏମପି ରେ ହୋଇଥିବା 2 ଟି ହତ୍ୟାକାଣ୍ଡ ରେ ସେ ସମ୍ପୃକ୍ତ ଥିବା ପୋଲିସ ଆଗରେ ସ୍ୱୀକାର କରିଥିଲା।
ତେବେ ରାଣୀହାଟ ରେ ହୋଇଥିବା ହତ୍ୟାକାଣ୍ଡ ରେ ସେ ସମ୍ପୃକ୍ତ ଅଛି କି ନାହିଁ ପୋଲିସ ପାଖରେ କୌଣସି ପ୍ରମାଣ ମିଳି ପାରି ନାହିଁ।ଏଥିପାଇଁ ନାରାୟଣ କୁ ରିମାଣ୍ଡରେ ଆଣି ପଚରା ଉଚରା କରି ତଦନ୍ତ କରାଯିବ ବୋଲି ଡିସିପି କହିଛନ୍ତି।ତେବେ ଆଜି ଅଭିଯୁକ୍ତ କୁ ଗିରଫ କରାଯିବା ସହ କୋର୍ଟ ଫରୱାର୍ଡ ମଧ୍ୟ କରାଯାଇଛି।ଅଭିଯୁକ୍ତ ହତ୍ୟାକାଣ୍ଡରେ ବ୍ୟବହାର କରିଥିବା ଏକ ଟାଙ୍ଗିଆକୁ ପୋଲିସ ଜବତ କରିଛି।

ବାଇଟ - ଅଖିଲେଶ୍ଵର ସିଂହ, କଟକ ଡିସିପି।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.