ETV Bharat / state

ଶିଶୁ ମୃତ୍ୟୁକୁ ନେଇ SCBରେ ଉତ୍ତେଜନା

author img

By

Published : Nov 10, 2019, 1:25 PM IST

ପୁଣିଥରେ କଟକ ବଡ ମେଡିକାଲରେ ଚିକିତ୍ସା ଅବହେଳାର ଅଭିଯୋଗ। ଶିଶୁ ମୃତ୍ୟୁକୁ ନେଇ ମେଡିକାଲ ପରିସରରେ ଅସନ୍ତୋଷ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: କଟକ ବଡ ମେଡିକାଲରେ ପୁଣିଥରେ ଦେଖାଦେଇଛି ଉତ୍ତେଜନା । ଚିକିତ୍ସା ଅବହେଳାକୁ ଦାୟୀ କରି ରୋଗୀ ସମ୍ପର୍କୀୟ ହଙ୍ଗାମା କରିଛନ୍ତି । ମଙ୍ଗଳାବାଗ ପୋଲିସର ହସ୍ତକ୍ଷେପ ପରେ ଚିକିତ୍ସା ସେବା ସ୍ବାଭାବିକ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଘଟଣା ଅନୁସାରେ ଗତକାଲି ରାତିରେ ସିଡିଏ ଅଞ୍ଚଳର ଜଣେ 4 ବର୍ଷର ଶିଶୁ ଛାତରୁ ପଡିଯିବାରୁ ଗୁରୁତର ଅବସ୍ଥାରେ ପ୍ରଥମେ ଶିଶୁ ଭବନ ପରେ ଏସସିବି ମେଡିକାଲ ରେ ଭର୍ତ୍ତି କରିଥିଲେ ପରିବାର ଲୋକେ । କିନ୍ତୁ ଆଜି ସକାଳୁ ଉକ୍ତ ଶିଶୁଟିର ମୃତ୍ୟୁ ହୋଇଥିଲା । ଯାହା ଫଳରେ ପରିବାର ଲୋକେ ଜରୁରୀ କାଳୀନ ୱାର୍ଡ ସମ୍ମୁଖରେ ହୋହାଲ୍ଲା କରିବା ସହ ଚିକିତ୍ସା ଅବହେଳାକୁ ଦାୟୀ କରିଥିଲେ ।

ଶିଶୁର ପରିବାର ଅଭିଯୋଗ କରିଛନ୍ତି ଯେ ଡାକ୍ତର ଉଚିତ ଚିକିତ୍ସା କରିନଥିଲେ । ଏହି ଘଟଣାକୁ ନେଇ ମେଡିକାଲ ପରିସରରେ ଅସନ୍ତୋଷ ବୃଦ୍ଧି ପାଇବାରୁ ଘଟଣାସ୍ଥଳରେ ମଙ୍ଗଳାବାଗ ଥାନା ପୋଲିସ ପହଞ୍ଚି ବୁଝାସୁଝା କରି ସ୍ଥିତି ନିୟନ୍ତ୍ରଣ କରିଥିଲା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଶିଶୁ ମୃତ୍ୟକୁ ନେଇ ଏସିବି ମେଡିକାଲ ରେ ଉତ୍ତେଜନା । ଡକ୍ଟର ଙ୍କ ଅଣଦେଖା ଯୋଗୁ ଏହି ନିଷ୍ପାପ ଜୀବନ ଗଲା ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ । ଗତକାଲି ରାତି ରେ ସିଡିଏ ଅଞ୍ଚଳ ର 4 ବର୍ଷ ର ଶିଶୁ ଛାତ ରୁ ପଡି ଗୁରୁତର ଅବସ୍ଥା ରେ ଏସିବି ମେଡିକାଲ ରେ ଭର୍ତ୍ତି ହୋଇଥିଲା । କିନ୍ତୁ ଆଜି ସକାଳୁ ସକାଳୁ ଉକ୍ତ ଶିଶୁ ମୃତ୍ୟ ହୋଇଥିଲା । ଯାହା ଫଳରେ ପରିବାର ଲୋକେ କଜୁଆଲଟି ସମ୍ନା ରେ ଏକପ୍ରକାର ଉତ୍ତେଜନା ସୃଷ୍ଟି କରିଥିଲେ । ଯାହା ଫଳରେ ମଙ୍ଗଳାବାଗ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ଘଟଣା କୁ ଆୟତ୍ତ କରିଥିଲା ।

ପରିବାର ଲୋକଙ୍କ କହିବାନୁସାରେ , ପୁଅ ଛାତ ରୁ ପଡିବା ପରେ ତାକୁ ପ୍ରଥମେ ଶିଶୁ ଭବନ ନିଆଯାଇଥିଲା । ସ୍ଥିତି ରେ ସୁଧାର ଆସିବାରୁ ତାକୁ ପୁଣି ଘରକୁ ଅଣାଯାଇଥିଲା । କିନ୍ତୁ ମଧ୍ୟ ରାତ୍ରି ରେ ପୁଣି ବାନ୍ତି ହେବାରୁ ଉକ୍ତ ଶିଶୁକୁ ଏସିବି କଜୁଆଲଟି ରେ ଭର୍ତ୍ତି କରିଥିଲେ । କିନ୍ତୁ ସାଲାଇନ ଅଭାବ ଓ ଡକ୍ଟର ଙ୍କ ଅଣଦେଖା ଯୋଗୁ ସକାଳୁ ସକାଳୁ ପୁଅ ର ମୃତ୍ୟ ଘଟିଛି । Body:ବାଇଟ: ପରିବାର ଲୋକConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.