ETV Bharat / state

ଅଭାବ ଅନାଟନରୁ ଆତ୍ମହତ୍ୟା କଲେ କି ନାଥ ? - ଚୌଦ୍ଵାର ପୋଲିସ

ଅସହାୟ ହୋଇ କଟକ ଚୌଦ୍ବାର ଥାନା ଅନ୍ତର୍ଗତ ଆଗ୍ରାହାଟ ଗ୍ରାମର ଜଣେ ବୃଦ୍ଧ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ କରୁଛି ଚୌଦ୍ଵାର ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Sep 26, 2019, 11:23 PM IST

Updated : Sep 26, 2019, 11:34 PM IST

କଟକ: ଜିଲ୍ଲାର ଚୌଦ୍ବାର ଥାନା ଅନ୍ତର୍ଗତ ଆଗ୍ରାହଟ ୟୁକୋ ବ୍ୟାଙ୍କ ସମ୍ମୁଖରେ ଥିବା ଏକ ଗଛରୁ ଜଣେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛ ଚୌଦ୍ଵାର ପୋଲିସ । ମୃତକ ଜଣଙ୍କ ଆଗ୍ରାହାଟ ଗ୍ରାମର 80 ବର୍ଷୀୟ ନାଥ ମଲିକ ବୋଲି ଜଣା ପଡିଛି । ଦାରିଦ୍ର୍ୟ, ଅସହାୟତା ଓ ଅଭାବ ଅନାଟନ ଯୋଗୁଁ ସେ ଆତ୍ମହତ୍ୟା କରିଥିବାର ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି।

ଅସହାୟ ବୃଦ୍ଧଙ୍କ ଆତ୍ମହତ୍ୟା

ସୂଚନାଯୋଗ୍ୟ ଯେ ନାଥଙ୍କ ଗୋଟିଏ ବୋଲି ପୁଅଙ୍କର ମୃତ୍ୟୁ ହେବା ପରେ ସେ ନିଃସହାୟ ହୋଇ ପଡିଥିଲେ । ସେ ଏକ ହୋଟେଲରେ ମୂଲ କାମ କରି ଘର ଚଳାଉଥିଲେ । ପରିଣତ ବୟସରେ ଆଉ କାମ ନକରି ପାରିବାରୁ ଦିନେ ଖାଇ ଦିନେ ଉପାସ ରହିବାକୁ ପଡୁଥିଲା ତାଙ୍କୁ ଓ ତାଙ୍କ ସ୍ତ୍ରୀଙ୍କୁ। ଭତ୍ତା ତଥା ବିଭିନ୍ନ ସରକାରୀ ଯୋଜନା ପାଁଇ ସେ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଏସବୁ ସହ୍ୟ ନକରି ପାରି ସେ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ ଚୌଦ୍ବାର ପୋଲିସ ପହିଁଞ୍ଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଇ ତଦନ୍ତ ଚଲାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:
କଟକ ଜିଲ୍ଲା ଚୈଦ୍ବାର ଥାନା ଅନ୍ତର୍ଗତ ଆଗ୍ରାହଟ ୟୁକୋ ବ୍ୟାଙ୍କ ସମ୍ମୁଖରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଏକ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛ ଚୌଦ୍ଵାର ପୁଲିସ। ମୃତ କ ଜଣଙ୍କ ଆଗ୍ରାହାଟ ଗ୍ରାମ ର ନାଥ ମଳିକ।ତାଙ୍କ ବୟସ 80 ବର୍ଷ। ଗରିବି, ଅସହାୟତା ଓ ଅଭାବ ଅନାଟନ ପାଁଇ ସେ ଆତ୍ମହତ୍ୟା କରିଥିବାର ଗ୍ରାମ ବସୀ ମନେ ପ୍ରକାଶ କରିଛନ୍ତି।ସୂଚନାଯୋଗ୍ୟ ନାଥଙ୍କ ଗୋଟିଏ ବୋଲି ପୁଅ ମରିଯାଇଥିବାରୁ ସେ ବେସାହାରା ହୋଇପଡିଥିଲେ ।
ସେ ଗୋଟେ ହୋଟେଲ ରେ ମୂଲ କାମକରି ଚଳିଯାଉଥିଲେ ।ପରିଣତ ବୟସରେ ଆଉ କାମ ନକରି ପରିବାରୁ ଦିନେ ଖାଇ ଦିନେ ଉପାସ ରହୁଥିଲେ।ଭତ୍ତା ବିଭିନ୍ନ ସରକାରୀ ଯୋଜନା ପାଁଇ ସେ ଦୌଡ଼ି ଦୌଡ଼ି ନ ମିଳିବାରୁ ସେ ଅସହାୟ ହୋଇପଡିଥିଲେ ଏଣୁ ସେ ଆତ୍ମହତ୍ୟା କରିଥିବା ର ଅଭିଯୋଗ ହୋଇଛି।ଘଟଣା ସ୍ଥଳରେ ଚୌଦ୍ୱାର ପୋଲିସ ପହିଁଚି ମୃତ ଶରୀର ଶବ ବ୍ୟବଚ୍ଛେଦ ପାଇଂ କଟକ ବଡ଼ ମେଡିକା ଲ ପଠାଇ ତଦନ୍ତ ଚଲାଇଛି।
Body:No needConclusion:No need
Last Updated : Sep 26, 2019, 11:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.